Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏପ୍ରିଲ ୨୦୨୨ରୁ ଜନଗଣନା ପ୍ରସ୍ତୁତି ଆରମ୍ଭ

by ସଞ୍ଜୟ ସ୍ୱାଇଁ
July 28, 2021
in NATIONAL NEWS, Planning and Development, State
ଏପ୍ରିଲ ୨୦୨୨ରୁ ଜନଗଣନା ପ୍ରସ୍ତୁତି ଆରମ୍ଭ
97
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ଆସନ୍ତା ବର୍ଷ ଏପ୍ରିଲ ମାସରୁ ବିଧିବଦ୍ଧ ଭାବେ ଦେଶରେ ଜନଗଣନା ଆରମ୍ଭ ହେବ । ଏଥିପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିବା ସହ ରାଜ୍ୟଗୁଡ଼ିକ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି । ଯଦି କରୋନା ଅତି ଗୁରୁତର ପରିସ୍ଥିତି ଛିଡ଼ା ନକରାଏ ତେବେ ୨୦୨୨ ଏପ୍ରିଲରେ ଜନଗଣନା ହେବ ବୋଲି ସରକାରୀ ଭାବେ ସୂଚନା ମିଳିଛି । ଆଗକୁ ଯଦି କରୋନାର ତୃତୀୟ ଲହର ନଆସେ ତେବେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ । ତେଣୁ ଯଦି ରାଜ୍ୟ ସରକାର ଜିଲ୍ଲା, ଉପଖଣ୍ଡ, ତହସିଲ, ରାଜସ୍ୱ ଗ୍ରାମ କିମ୍ବା ପୌରାଞ୍ଚଳର ପ୍ରଶାସନିକ ସୀମା ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଡିସେମ୍ବର ୩୧ ସୁଦ୍ଧା ସାରିବେ । ଜନଗଣନା କମିଶନର ଓ ରେଜିଷ୍ଟ୍ରାର ଜେନେରାଲ ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇବା ପରେ ରାଜସ୍ୱ ବିଭାଗ ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଜାରି କରିଛି । ତ୍ରୁଟିଶୂନ୍ୟ ଜନଗଣନା ପାଇଁ ସୀମା ନିର୍ଦ୍ଧାରଣ କାମ ପରେ ଜାନୁଆରୀ ମାସରୁ ତାଲିମ କାର୍ୟ୍ୟକ୍ରମ ଆରମ୍ଭ ହେବ । ଗୋଟିଏ ଗୋଟିଏ ଟିମରେ ୬୫୦ରୁ ୮ଶହ ଶିକ୍ଷକ ରହିବେ । ୧୬ ଏପ୍ରିଲରୁ ମେ ୩୧ ଯାଏ ଘର ଗଣନା ପ୍ରଥମ ପର୍ୟ୍ୟାୟରେ ହେବ । ଏହାପରେ ଜନଗଣନା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଉଲ୍ଳେଖଯୋଗ୍ୟ, ୨୦୨୦ରେ ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଥିଲା ବେଳେ ମାର୍ଚ୍ଚରେ କରୋନା ଆସିଲା । ତେଣୁ ଜନଗଣନା କାମ ସ୍ଥଗିତ ରହିଛି । ପ୍ରଥମ ଥର ପାଇଁ ଏହି କାମ ବାଧାପ୍ରାପ୍ତ ହୋଇଛି । ଯଦି କରୋନା ସ୍ଥିତି ବିଶେଷ ପ୍ରତିବନ୍ଧକ ନଆଣେ ତେବେ ଆସନ୍ତା ବର୍ଷ ଏପ୍ରିଲରୁ ଜନଗଣନା ଆରମ୍ଭ ହେବ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!