Thursday, April 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାସେ ପରେ ପିସିସି ଟିମର ହେବ ସଂପ୍ରସାରଣ

by ସଞ୍ଜୟ ସ୍ୱାଇଁ
May 21, 2025
in State
ମାସେ ପରେ ପିସିସି ଟିମର ହେବ ସଂପ୍ରସାରଣ
25
VIEWS
Share on FacebookShare on Twitter

ଭୁବନେଶ୍ଵର, (ବାଘୁଆବାର୍ତ୍ତା): ମାସେ ପରେ ପିସିସି ଟିମର ହେବ ସଂପ୍ରସାରଣ । ପିସିସିର ନୂଆ ଟିମକୁ ନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ l ନୂଆ ଟିମକୁ ନେଇ କଂଗ୍ରେସ ନେତାମାନେ ଧଯ୍ୟ ଧରନ୍ତୁ ବୋଲି ସେ କହିଛନ୍ତି। ଟିମରେ ସାମିଲ ବଡ କଥା ନୁହେଁ, କଂଗ୍ରେସ ପାଇଁ କାମ କରିବାକୁ ନେତାଏ ଆଗ୍ରହ ପ୍ରକାଶ କରିବା ଦରକାର l ବହୁ ନେତା ୨୫ ବର୍ଷ ହେବ କଂଗ୍ରେସରେ ଥିବାରୁ ପଦ ଦରକାର ବୋଲୁ କହୁଛନ୍ତି । ପଦ ନୁହେଁ କଂଗ୍ରେସ ସମସ୍ତଙ୍କୁ ସମ୍ମାନ ଦେବ । ଯିଏ କାମ କରିବ , ସେ ସମ୍ମାନ ପାଇବ । ନୂଆ ଟିମରେ ପରିବର୍ତ୍ତନର ଆବଶ୍ୟକତା । ୩୦ ଜଣିଆ ଟିମରେ ଆଠ ଜଣ ଆଦିବାସୀ ଅଛନ୍ତି, ୭ଜଣ obc ଅଛନ୍ତି, ସବୁ ଜାତିର ନେତାଙ୍କୁ ନେଇ ଛୋଟ ଟିମ୍ ହୋଇଛି । ନିର୍ବାଚିତ ବିଧାୟକମାନଙ୍କୁ ଟିମରେ ଗୁରୁତ୍ବ ଦିଆଯାଇଛି l ସେମାନଙ୍କୁ ପଦ ପଦବୀ ଦେଇ ଦଳୀୟ କାମ କରିବେ l ଏକ ମାସ ପରେ ଟିମର ସଂପ୍ରସାରଣ କରାଯିବ l ବହୁ ଲୋକଙ୍କୁ ପୁଣି ଟିମରେ ସାମିଲ କରାଯିବ ବୋଲିସ ଭକ୍ତ କହିଛନ୍ତି।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026
ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

April 29, 2026
ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

April 29, 2026
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!