ଓଡ଼ଗାଁ(ବାଘୁଆବାର୍ତ୍ତା); ଓଡ଼ଗାଁ ତହସିଲ ଅଞ୍ଚଳରେ ମାଙ୍କଡ଼ା ପଥର ଚୋରା ଚାଲାଣ କରୁଥିବା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଜଣଙ୍କୁ ଗିରଫ କରିବା ସହ ଟ୍ରାକ୍ଟର ଜବତ କରିଅଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଶରତ ସାହୁ ଏବଂ ଘର ରଂଗଣିପାଟଣା ।ତା ଠାରୁ ପୋଲିସ ଏକ ଟ୍ରାକ୍ଟର ଜବତ କରିବା ସହ ୨୨୦/୨୦ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଅଛି ।





