ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ସେକ୍ସ ପାର୍ଟି ପାଇଁ ମିଳୁଛି ସରକାରୀ ସହାୟତା । ଏଥିପାଇଁ ସରକାର ଲକ୍ଷାଧିକ ଟଙ୍କା ଦେବା ସହ ଏକ ଫଣ୍ଡିର ବ୍ୟବସ୍ଥା ମଧ୍ୟ କରିଛନ୍ତି । ଇଂଲଣ୍ଡରେ ସେକ୍ସ ପାର୍ଟି କରୁଥିବା ଏକ କଂପାନୀ ‘ଅନବେନରେ’କୁ ସରକାର ୩୬ହଜାର ପାଉଣ୍ଡ ଦେଇଥାନ୍ତି । ଯାହାକି ୩୭ ଲକ୍ଷ ଟଙ୍କା ହେବ । ଇଂଲଣ୍ଡର ଆର୍ଟସ କାଉନସିଲ ଅନବର୍ନେଟ କଂପାନୀକୁ ଫଣ୍ଡି କରିଛି । ଏଭଳି ନିଷ୍ପତ୍ତିକୁ ବହୁ ଲୋକ ବିରୋଧ କରିଛନ୍ତି । ଏଘଳି ଘଟଣାକୁ ନେଇ ଆର୍ଟସ୍ କାଉନସିଲ୍ ଇଂଲଣ୍ଡର କହିବାନୁସାରେ, ସେ ଏହି କ୍ୟାସ୍ କରୋନା କଲଚର ରିକଭରି ଫଣ୍ଡରୁ ଦେଇଛନ୍ତି ଓ ଆର୍ଟସ୍ କାଉନସିଲ୍ ଇଂଲଣ୍ଡ ଏହି କ୍ଲବକୁ କ୍ରିଏଟିଭ୍ ପ୍ରଡକ୍ସନ କଂପାନୀ କହିଛି । ଯେଉଁଥି ପାଇଁ ଇଷ୍ଟ ଲଣ୍ଡନର ଇକୋନୋମିର ବୁଷ୍ଟ ହୋଇପାରେ ।





