Thursday, July 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୁମ୍ବାଇର ଲଗାତର ପରାଜୟ: ପଞ୍ଜାବ କିଙ୍ଗିସ୍ ୯ୱିକେଟରେ ବିଜୟୀ

by ସଞ୍ଜୟ ସ୍ୱାଇଁ
April 23, 2021
in Sports, State
ମୁମ୍ବାଇର ଲଗାତର ପରାଜୟ: ପଞ୍ଜାବ କିଙ୍ଗିସ୍ ୯ୱିକେଟରେ ବିଜୟୀ
117
VIEWS
Share on FacebookShare on Twitter

ଚେନ୍ନାଇ, (ବାଘୁଆବାର୍ତ୍ତା): ଚଳିତ ଆଇପିଏଲ ସିଜିନ୍-୧୪ରେ କ୍ରମାଗତ ଭାବେ ମୁମ୍ବାଇ ଇଣ୍ଡିଆନ୍ସ ପରାଜୟ କରୁଥିବା ବେଳେ ଆଜିର ମ୍ୟାଚ୍ରେ ପଞ୍ଜାବ କିଙ୍ଗିସ ୯ୱିକେଟରେ ବାଜି ମାରି ନେଇଛି । ସୂଚନାନୁସାରେ, ଆଜିର ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗିସ୍ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଜାବ କିଙ୍ଗିସ୍ ଟଜ୍ ଜିତି ଫିଲ୍ଡି କରିବା ନିଷ୍ପତି ନେଇ ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ଓଭରରେ ୬ୱିକେଟ୍ ହରାଇ ୧୩୧ରନ କରିବାରେ ସକ୍ଷମ ହୋଇଥିବା ବେଳେ ଦଳ ପକ୍ଷରୁ ରୋହିତ୍ ଶର୍ମା ୫ଟି ଚୌକା ଓ ୨ଟି ଛକା ସହାୟତାରେ ସର୍ବାଧିକ ୬୩ରନ୍ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୩ଟି ଚୌକା, ୧ଟି ଛକା ସହାୟତାରେ ୩୩ରନ କରିଥିଲେ । ୧୩୨ରନ୍ ବିଜୟ ଲକ୍ଷ ନେଇ ପଡ଼ିଆ ଭିତରକୁ ପ୍ରବେଶ କରିଥିଲା ପଞ୍ଜାବ କିଙ୍ଗିସ୍ । ନିଦ୍ଧା୭ରିତ ଓଭର ପୂର୍ବରୁ ପଞ୍ଜାବ କିଙ୍ଗସ ଧୂଆଧାର ବ୍ୟାଟିଂ କରି ମାତ୍ର ୧ଟି ୱିକେଟ୍ ହରାଇ ୧୩୨ରନ କରି ବଜୟୀ ହୋଇଥିଲା । ଦଳପକ୍ଷରୁ କେଲେ ରାହୁଲ ୪ଟି ଚୌକା, ୧ଟି ଛକା ସହାୟତାରେ ୬୦ରନ କରିଥିବା ବେଳେ ଗେଲ୍ ୫ଟି ଚୌକା, ୨ଟି ଛକା ସହାୟତାରେ ୪୩ରନ୍ କରିଥିଲେ ସେହିପରି ମୟଙ୍କ ଅଗ୍ରୱାଲ ୪ଟି ଚୌକା, ୧ଟି ଛକା ସହାୟତାରେ ୨୫ରନ କରି ଦଳକୁ ବଜୟୀ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!