Tuesday, June 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାଣି ପାଇଁ ଅଭିନବ ପ୍ରତିବାଦ:ଲଡୁବାବାଙ୍କୁ ଗୁହାରି କଲେ ଲୋକେ

by Sanjay Swain
April 13, 2021
in Nayagarh
ପାଣି ପାଇଁ ଅଭିନବ ପ୍ରତିବାଦ:ଲଡୁବାବାଙ୍କୁ ଗୁହାରି କଲେ ଲୋକେ
156
VIEWS
Share on FacebookShare on Twitter

ଓଡ଼ଗାଁ(ବାଘୁଆବାର୍ତ୍ତା): ଆଗକୁ ନିଦାଘ ଆସୁଛି । ଖରା ବଢ଼ୁଛି, ତାତି ବଢ଼ୁଛି, ତା ସହ ବଢ଼ୁଛି ଜଳସଂକଟ । ଓଡ଼ଗାଁବ୍ଲକ ଅନ୍ତର୍ଗତ ବାଉଁଶିଆଗ୍ରାମରେ ଏଭଳି ଉତ୍କଚ ଜଳସମସ୍ୟା ଦେଖାଇଦେଇଛି।ଯାହା ଫଳରେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ ।ଜଳ ସଙ୍କଟ ଦୂର କରିବା ନିମନ୍ତେ ବହୁବାର ଓଡ଼ଗାଁ ବିଡ଼ିଓ,ଆର.ଡବ୍ଲୁ.ଏସ.ଏସ ,ବ୍ଲକ ଏସଡିଓ , ଜେଇ ଏବଂ ପଞ୍ଚାୟତ ଅଫିସରକୁ ଏ ସମସ୍ୟା ସମ୍ପର୍କରେ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ।ଶେଷରେ ଅନ୍ୟ କୌଣସି ପନ୍ଥା ନ ପାଇ ଓଡିଶାର ପ୍ରସିଦ୍ଧ ଶୈବପୀଠ ଲଡୁବାବା ମନ୍ଦିର ସମ୍ମୁଖରେ ଗରା, ବାଲ୍ଟି ଥୋଇ ନିଜର ପ୍ରଭୁଙ୍କୁ ନିଜର ଦୁଃଖ ଜଣାଇଛନ୍ତି।ପୂର୍ବତନ ସମିତି ସଭ୍ୟ କୃଷ୍ଣ ତ୍ରିପାଠୀ,ୱାର୍ଡ ସଭ୍ୟ ପ୍ରସନ୍ନ ଦାସ ,ଗାଁ ସଭାପତି ମାନସ ଦାସ ଏବଂ ଗ୍ରାମବାସୀ ଏହି ପ୍ରତିବାଦରେ ସାମିଲ ଥିଲେ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!