ନୟାଗଡ଼,(ବାଘୁଆବା ର୍ା): ପାକିସ୍ତାନ ରଚିଥିବା ଷଡ଼ଯନ୍ତ୍ର ଭଣ୍ଡ କଲା ବିଏସ୍ଏଫ୍ ଯବାନ୍ । ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କୀଙ୍କୁ ଭାରତକୁ ପଠାଇବାର ଯେଉଁ ଯୋଜନା କରି ସୁଡ଼ଙ୍ଗକୁ ଆଜି ବିଏସ୍ଏଫ୍ ଯବାନ ସୀମାରେ ପେଟ୍ରୋଲିଂ କରୁଥିବା ବେଳେ ପାକିସ୍ତାର ଷଡ଼ଯନ୍ତ୍ରର ସୁଡ଼ଙ୍ଗ ସାମ୍ନାକୁ ଆସିଥିଲା । ତେବେ ଏହି ସୁଡ଼ଙ୍ଗର ଗୋଟିଏ ମୁହଁ ଭାରତକୁ ଥିବା ବେଳେ ଆଉ ଗୋଟିଏ ମୁହଁ ପାକିସ୍ତାନରେ ଥିବା ଜଣାପଡିଛି । ଏହି ସୁଡ଼ଙ୍ଗ ଚିହ୍ନଟ ହେବା ପରେ ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀମାନେ ପହ ô ସ୍ଥିତି ସମୀକ୍ଷା କରିଛନ୍ତି ଏବଂ ଜମ୍ମୁ ଅ ଳରେ ସୁରକ୍ଷା ବଳୟକୁ କଡ଼ାକଡ଼ି କରାଯାଇଛି । ଉକ୍ତ ଅ ଳରେ ଆଉ କିଛି ସୁଡ଼ଙ୍ଗ ଥିବା ଆଶଙ୍କାରେ ସର୍ଚ୍ଚ ଅପରେସନ୍କୁ ଯୋରଦାର କରାଯାଇଥିବା ସୂଚନା ମିଳିଛି ।





