Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିୟମିତ ଭାବେ ନିଅନ୍ତୁ କରୋନା ଟିକା: ଗର୍ଭବତୀ ମହିଳାଙ୍କୁ ଉପଦେଶ

by ସଞ୍ଜୟ ସ୍ୱାଇଁ
June 13, 2021
in Health, WORLD
ନିୟମିତ ଭାବେ ନିଅନ୍ତୁ କରୋନା ଟିକା: ଗର୍ଭବତୀ ମହିଳାଙ୍କୁ ଉପଦେଶ
97
VIEWS
Share on FacebookShare on Twitter

ଅକଲାଣ୍ଡ, (ବାଘୁଆବାର୍ତ୍ତା): ଟିକାକରଣ ସମ୍ବନ୍ଧୀୟ ନୂଆ ପରାମର୍ଶକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆର ଗର୍ଭବତୀ ମହିଳାଙ୍କୁ ନିୟମିତ ଟିକା ଦିଆଯିବ। ଫାଇଜର ଟିକା ଗର୍ଭବତୀ ମହିଳାଙ୍କୁ ଦିଆଯିବ। ଅକଲାଣ୍ଡ ବିଶ୍ବବିଦ୍ୟାଳୟର ପ୍ରସୁତି ଓ ସ୍ତ୍ରୀ ରୋଗ ବିଭାଗର ବରିଷ୍ଠ ଅଧ୍ୟାପକ ମିଚେଲ ଓ୍ବାଇଜ ଏକ ସର୍ଭେ କରିଥିଲେ। ଯେଉଁଥିରେ ସାଧାରଣ ମଣିଷଙ୍କ ଅପେକ୍ଷା ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଗଭୀର ସଂକ୍ରମଣ ହେବାର ଆଶଙ୍କା ରହିଛି। ଯେଉଁଥିପାଇଁ ନିଷ୍ପତ୍ତି ନିଆଯାଇଛି ଯେ, ଗର୍ଭବତୀ ମହିଳାଙ୍କୁ କୋଭିଡ ଟିକା ନିୟମିତ ଦିଆଯିବ। ସାରା ବିଶ୍ବରେ ଯେଉଁ ବହୁତ ଗର୍ଭବତୀ ନାରୀ ମାନେ ଟିକା ନେଇ ସାରିଛନ୍ତି। ଏପର୍ୟ୍ୟନ୍ତ ତାଙ୍କ ନିକଟରେ କିଛି ପାର୍ଶ୍ବ ପ୍ରତିକ୍ରିୟା ବା ଅସୁବିଧା ଦେଖିବାକୁ ମିଳି ନାହିଁ। ଗର୍ଭଅବସ୍ଥାରେ ଟିକା ନେଲେ ଶିଶୁର ରକ୍ଷା ମଧ୍ୟ ହୋଇପାରେ। ଏକ ଷ୍ଟଡିରୁ ଜଣା ପଡ଼ିଛି ଯେ, ନାଭି ନାଲର ରକ୍ତରେ ଓ ମା’ର କ୍ଷୀରରେ ଆଣ୍ଟିବଡି ଦେଖିବାକୁ ମିଳିଛି। ଏଥିରୁ ସଙ୍କେତ ମିଳୁଛି ଯେ, ଗର୍ଭବତୀ ମହିଳା ଟିକା ନେବା ଦ୍ୱାରା ଜନ୍ମ ପୂର୍ବରୁ ଓ ପରେ ଶିଶୁକୁ ଅସ୍ଥାୟୀ ସୁରକ୍ଷା ମିଳିଥାଏ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!