Thursday, September 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପବିତ୍ର ଶିବାରାତ୍ରୀ ଉପଲକ୍ଷେ ସ୍ୱାତୀଲଗ୍ନା କ୍ରିଏସନ ପ୍ରସ୍ତୁତ ଓଡ଼ିଆ ଶିବ ଭଜନ

by ସଞ୍ଜୟ ସ୍ୱାଇଁ
March 9, 2021
in Feature News, Nayagarh
ରାଜନୀତି ହେଉ ,ଅବା କ୍ରୀଡା ,ପ୍ରତ୍ୟେକ କ୍ଷେତ୍ରରେ ସଫଳତା ସାଉଁଟିଛି ଆଜିର ନାରୀ
248
VIEWS
Share on FacebookShare on Twitter

ପବିତ୍ର ଶିବାରାତ୍ରୀ ଉପଲକ୍ଷେ ସ୍ୱାତୀଲଗ୍ନା କ୍ରିଏସନ ପ୍ରସ୍ତୁତ ଓଡ଼ିଆ ଶିବ ଭଜନ “ଆଜି ଜାଗର” ପ୍ରସିଦ୍ଧ ଶୈବପିଠ ସରଣକୁଳ ଅବସ୍ଥିତ ବାବା ଲଡ଼ୁକେଶ୍ୱର (ପ୍ରଭୁ ଲଡୁ ବାବାଙ୍କ ମନ୍ଦିର ସମ୍ମୁଖରେ ଲୋକାର୍ପିତ ହୋଇଯାଇଛି । ଏହି  ଉନ୍ମୋଚନ ଉତ୍ସବରେ କବି ଏମ୍ ଦୀନବନ୍ଧୁ,ରଞ୍ଜନ କୁମାର ଦାଶ୍,ଯଶୋବନ୍ତ ପଟ୍ଟନାୟକ,ପରମାନନ୍ଦ ସ୍ୱାଇଁ, ବାନାମ୍ବର ସାହୂ,ଗୋଦାବରୀ ବସନ୍ତି ଆ,ନିରାକାର ସ୍ୱାଇଁ,ମନ୍ଦିର ପରିଚାଳକ ସୁବାସ ଚନ୍ଦ୍ର ବରାଡ ପ୍ରଭୁତିଙ୍କ ଉପସ୍ଥିତିରେ ଏହି ଭଜନ ଟି ଲୋକାର୍ପିତ ହୋଇଛି | ଏହି ଗୀତଟି ସରଣକୂଳ ନିକଟବର୍ତ୍ତୀ ଦରପଦା ଗ୍ରାମର  ବାସିନ୍ଦା ସୁଶାନ୍ତ କୁମାର ପାତ୍ର ରଚନା କରିଥିବା ବେଳେ ସୁଶ୍ରୀ ସଂଙ୍ଗୀତା କଣ୍ଠ ଦାନ କରିଥିବା ବେଳେ ଅଞ୍ଜନ ଗୀତଟିକୁ ସ୍ୱରରେ ସଜେଇଛନ୍ତି | ପ୍ରକୁତରେ ଗୀତଟି ମନଛୁଆଁ ହୋଇଛି ବୋଲି ସମସ୍ତ ବ୍ୟକ୍ତି ମତ ରଖିଛନ୍ତି|  ପବିତ୍ର ଶିବାରାତ୍ରୀ ଉପଲକ୍ଷେ ସମସ୍ତ ଜସନସାଧାରଙ୍କୁ ସ୍ୱାତୀଲଗ୍ନା କ୍ରିଏସନ ର ଉପହାର ବୋଲି ସ୍ୱାତୀ ଲଗ୍ନାର ମୁଖ୍ୟ ସୁଶାନ୍ତ କୁମାର ପାତ୍ର ମତ ରଖିବା ସହ ଲଡ଼ୁକେଶ୍ୱର ପାଇଁ ଗୀତ ଟି ସମ୍ପୂର୍ଣ୍ଣ ସମର୍ପିତ ବୋଲି ପାତ୍ର ମହୋଦୟ କହିଛନ୍ତି| ସୁନ୍ଦର ଶିବ ଭଜନଟିକୁ ଦେଖିବା ପାଇଁ ଏହି ଲିଙ୍କକୁ କ୍ଲିକ କରନ୍ତୁ https://youtu.be/kzEXo7ke2Xw ଏବଂ ସମ୍ପୂର୍ଣ୍ଣ ଗୀତଟିକୁ ଦେଖନ୍ତୁ ଏବଂ ମତାମତ ଦିଅନ୍ତୁ

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!