ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମହାରାଷ୍ଟ୍ରର ନାସିକ ଦେଖାଦେଇଛି ଅଭାବନୀୟ ଘଟଣା । ନାସିକର ଯାକିର ହ୍ୟୁସେନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୨୨ ଗୁରୁତର ରୋଗୀଙ୍କର ମୃତ ହୋଇଛି । ଅକ୍ସିଜେନ ଟ୍ୟାଙ୍କର ଲିକ୍ ହୋଇଥିବାରୁ ଅଧଘଣ୍ଟା କାଳ ଅକ୍ସିଜେନ ବନ୍ଦ ହୋଇଥିଲା । ଏହି ସମୟରେ ଭେଣ୍ଟିଲେଟ୍ରେ ଥାଇ ଚିକିତ୍ସିତ ହେଉଥିବା ରୋଗୀଙ୍କର ମୃତ ହୋଇଥିବା ସୂଚନା ମିଳିଛି । ମହାରାଷ୍ଟ୍ରରେ ଅକ୍ସିଜେନର ଅଭାବ ଦେଖାଦେଇଛି ।





