Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡିଶା ୧୫ ରାଜ୍ୟକୁ ଦେଲାଣି ୨୨ ହଜାର ୫୪୨ ଟନ ଅକ୍ସିଜେନ

by ସଞ୍ଜୟ ସ୍ୱାଇଁ
May 27, 2021
in State
ଓଡିଶା ୧୫ ରାଜ୍ୟକୁ ଦେଲାଣି ୨୨ ହଜାର ୫୪୨ ଟନ ଅକ୍ସିଜେନ
73
VIEWS
Share on FacebookShare on Twitter

କଟକ (ବାଘୁଆବାର୍ତ୍ତା): କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ବିଭିନ୍ନ ରାଜ୍ୟରେ ଉପୁଜିଥିବା ଅକ୍ସିଜେନ୍‌ ଅଭାବ ସ୍ଥିତି ଦୂର କରିବା କ୍ଷେତ୍ରରେ ଓଡ଼ିଶା ତାର ଉଦ୍ୟମ ଜାରି ରଖିଛି । ଗତ ୩୪ ଦିନ ମଧ୍ୟରେ ୧୨୨୬ଟି ଟ୍ୟାଙ୍କରରେ ରାଉରକେଲା, ଯାଜପୁର, ଅନୁଗୁଳ, ଢେଙ୍କାନାଳ ଆଦି ଜିଲ୍ଲାରୁ ଅକ୍ସିଜେନ୍‌ ବୋଝେଇ ହୋଇ ୧୫ଟି ରାଜ୍ୟକୁ ୨୨ ହଜାର ୫୪୨ ଟନ୍‌ରୁ ଅଧିକ ଯୋଗାଣ ହୋଇସାରିଲାଣି । ମିଳିଥିବା ସୂଚନାନୁସାରେ, ଅଦ୍ୟାବଧି ଆନ୍ଧ୍ରପ୍ରଦେଶକୁ ୩୭୧ଟି ଟ୍ୟାଙ୍କରରେ ପ୍ରାୟ ୭୨୯୫ ଅକ୍ସିଜେନ୍‌ ଯୋଗାଣ କରାଯାଇଛି। ସେହିପରି ତେଲେଙ୍ଗାନାକୁ ୩୧୯ଟି ଟ୍ୟାଙ୍କରରେ ୫୫୨୭ ଟନ୍‌, ତାମିଲନାଡ଼ୁକୁ ୧୧୬ ଟ୍ୟାଙ୍କରରେ ୨୦୫୫ ଟନ୍‌, ହରିୟାଣାକୁ ୧୬୬ ଟ୍ୟାଙ୍କରରେ ୩୦୮୯ ଟନ୍‌, ମହାରାଷ୍ଟ୍ରକୁ ୪୧ଟି ଟ୍ୟାଙ୍କରରେ ୬୬୦ ଟନ୍‌, ଛତିଶଗଡ଼କୁ ୩୯ଟି ଟ୍ୟାଙ୍କରରେ ୬୨୯ ଟନ୍‌, ଉତ୍ତରପ୍ରଦେଶକୁ ୬୦ଟି ଟ୍ୟାଙ୍କରେ ୧୧୯୬ ଟନ୍‌, ମଧ୍ୟପ୍ରଦେଶକୁ ୬୬ଟି ଟ୍ୟାଙ୍କରରେ ୧୧୬୩ ଟନ୍‌, ଦିଲ୍ଲୀକୁ ୨୨ଟି ଟ୍ୟାଙ୍କରରେ ୪୧୦ ଟନ୍‌, ପଞ୍ଜାବକୁ ୪ଟି ଟ୍ୟାଙ୍କରରେ ୧୦୭ ଟନ୍‌, କର୍ଣ୍ଣାଟକକୁ ୮ଟି ଟ୍ୟାଙ୍କରରେ ୧୫୧ ଟନ୍‌, ବିହାରକୁ ୩ଟି ଟ୍ୟାଙ୍କରରେ ୬୬ ଟନ୍‌, ଚଣ୍ଡିଗଡ଼କୁ ୨ଟି ଟ୍ୟାଙ୍କରରେ ୨୫ ଟନ୍‌, କେରଳକୁ ୭ଟି ଟ୍ୟାଙ୍କରରେ ୧୨୬ ଟନ୍‌ ଓ ରାଜସ୍ଥାନକୁ ୨ଟି ଟ୍ୟାଙ୍କରରେ ୩୯ ଟନ୍‌ ଅକ୍ସିଜେନ୍‌ ଯୋଗାଣ କରାଯାଇଛି । ଆଜି ବାତ୍ୟା ସମୟରେ ମଧ୍ୟ ଅନୁଗୁଳରୁ ୪ଟି ଟ୍ୟାଙ୍କରରେ ହାଇଦ୍ରାବାଦ, ବିଶାଖାପାଟଣା ଏବଂ ଯାଜପୁରରୁ ଦୁଇଟି ଟ୍ୟାଙ୍କରରେ ବ୍ରହ୍ମପୁର ଓ ଭୁବନେଶ୍ୱରକୁ ଅକ୍ସିଜେନ୍‌ ପଠାଯାଇଥିବା ଜଣାପଡିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!