Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଙ୍ଗନୱାଡ଼ି କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

by ସଞ୍ଜୟ ସ୍ୱାଇଁ
October 1, 2024
in Crime, State
ଅଙ୍ଗନୱାଡ଼ି କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ
85
VIEWS
Share on FacebookShare on Twitter

ଲକ୍ଷ୍ମୀପ୍ରସାଦ, (ବାଘୁଆବାର୍ତ୍ତା): ବୌଦ୍ଧ ଥାନା ବିଜାପଦର ଗ୍ରାମରେ ଦୁଇ ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଗାଁ ଦାଣ୍ଡରେ ବିଜାପଦର ଗ୍ରାମର ଧୀରେନ ସେଠୀ ତାଙ୍କ ପତ୍ନୀ ଓ ମା’ ଉଭୟ ପୀଡ଼ିତାଙ୍କୁ ଶାଢ଼ି ଟାଣି ନିସ୍ତୁକ ପିଟିଥିବା ଯୋଗୁଁ ଉଭୟେ ବଘିଆପଡ଼ା ଫାଣ୍ଡି ଓ ବୌଦ୍ଧ ଅଦର୍ଶ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଆକ୍ରମଣର ଶିକାର ହୋଇଛନ୍ତି କଲ୍ୟାଣୀ ଥାଟି ଓ ସହାୟକ ସୁମତି ମହାକୁଡ଼। ରିପୋର୍ଟ ଅନୁଯାୟୀ ବୌଦ୍ଧ ଅଦର୍ଶ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ବିଜାପଦର ଅଙ୍ଗନୱାଡି ସହାୟକ ଧୀରେନ ସେଠୀଙ୍କ ପିଲାକୁ ଘରକୁ ଛାଡ଼ିବାକୁ ଯାଇଥିବା ବେଳେ ସମୟ ଜ୍ଞାନ ଠିକ ନଥିବା କହି ତାଙ୍କ ଯୁକ୍ତିତର୍କ ହୋଇଥିଲା। ଦିନ ୨ ଟାରେ ଛୁଟି ଥିବା ବେଳେ ୧ଟାରେ ସହାୟିକା ଛାଡ଼ି ଆସିଥିବା ବେଳେ ବିଳମ୍ବ ହେଲା ବୋଲି ସହାୟିକାଙ୍କୁ ଧୀରେନର ପରିବାର ଲୋକେ ଯୁକ୍ତିତର୍କ କରିଥିଲେl ଏହା ଦେଖି ଅଙ୍ଗନୱାଡି କର୍ମୀ ମଧ୍ୟ ବୁଝାଶୁଝା କରୁଥିବା ବେଳେ ଧୀରେନ ସେଠି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ତାଙ୍କର ପତ୍ନୀ ଓ ମା ମଧ୍ୟ ସହଯୋଗ କରିଥିଲେ। ବିଜାପଦର ଅଙ୍ଗନୱାଡି ସହାୟକ ଧୀରେନ ସେଠୀଙ୍କ ପିଲାକୁ ଘରକୁ ଛାଡ଼ିବାକୁ ଯାଇଥିବା ବେଳେ ସମୟ ଜ୍ଞାନ ଠିକ ନଥିବା କହି ତାଙ୍କ ଯୁକ୍ତିତର୍କ ହୋଇଥିଲା। ଦିନ ୨ ଟାରେ ଛୁଟି ଥିବା ବେଳେ ୧ଟାରେ ସହାୟିକା ଛାଡ଼ି ଆସିଥିବା ବେଳେ ବିଳମ୍ବ ହେଲା ବୋଲି ସହାୟିକାଙ୍କୁ ଧୀରେନର ପରିବାର ଲୋକେ ଯୁକ୍ତିତର୍କ କରିଥିଲେl ଏନେଇ ପୀଡିତା ଦ୍ବୟ ବଘିଆପଡ଼ା ଫାଣ୍ଡି ଦ୍ୱାରାସ୍ଥ ହୋଇଥିଲେ। ତାଙ୍କୁ ସେଠାରେ ବୌଦ୍ଧ ଅଦର୍ଶ ଥାନାକୁ ଯିବା ପାଇଁ ଫାଣ୍ଡିରରୁ କହିଥିଲେ। ତେବେ ବାଲେଶ୍ୱରରେ ଅଙ୍ଗନୱାଡି କର୍ମୀଙ୍କୁ ମାଡ଼ ମରା ଘଟଣା ପୀଡିତାଙ୍କ ସମ୍ପର୍କୀୟ ଦୋହରାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବୌଦ୍ଧ ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି l

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!