Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାତ୍ୟା ତୌକେତ୍ ପ୍ରବାହ, ଅପରେସନ୍ ବାର୍ଜ ପି-୩୦୫:୩୭ ମୃତ ଦେହ ଉଦ୍ଧାର

by ସଞ୍ଜୟ ସ୍ୱାଇଁ
May 20, 2021
in Breaking, NATIONAL NEWS
ବାତ୍ୟା ତୌକେତ୍ ପ୍ରବାହ, ଅପରେସନ୍ ବାର୍ଜ ପି-୩୦୫:୩୭ ମୃତ ଦେହ ଉଦ୍ଧାର
242
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ବାତ୍ୟା ତୌକେତ୍ ପ୍ରଭାବରେ ସମୁଦ୍ରରେ ଜାହାଜ ବୁଡି ଯାଇଥିବା ଫଳରେ ୪୮ଜଣ ନିଖୋଜ୍ ଥିଲେ । ନିଖୋଜ ମାନଙ୍କ ପାଇଁ ଉଦ୍ଧାର ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୪୮ଜଣଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଦିନରାତି ଉଦ୍ଧାର ଜାରି ରଖିଛି ନୌସେନା ଓ କୋଷ୍ଟ ଗାର୍ଡ । ଉଦ୍ଧାର କାର୍ଯ୍ୟରେ ବଡ଼ ବଡ଼ ଜାହାଜ, ପି-୧୮ ବିମାନ, ସି କିଙ୍ଗ ହେଲିକପ୍ଟର ସମେତ ତଟରକ୍ଷୀ ଏବଂ ଓଏନସିଜିର ଜାହାଜ ସାମିଲ ହୋଇଛନ୍ତି । ସୂଚନାନୁସାରେ, ବାତ୍ୟା ତୌକେତ୍ ପ୍ରଭାବରେ ଓଏନଜିସିର ବାର୍ଜ ପି-୩୦୫ ମୁମ୍ବାଇ ଉପକୂଳ ଠାରୁ କିଛି ଦୂରରେ ସମୁଦ୍ର ଭିତରେ ଫସି ରହିଥିଲା । ବାତ୍ୟା ତୌକେତ୍ ବର୍ଷା, ପବନରେ ବୁଡି ଯାଇଥିଲା । ଜାହାଜରେ ୨୭୩ଜଣ ବ୍ୟକ୍ତି ବିଶେଷ ଥିବା ବେଳେ ସେଥିରୁ ୧୮୮ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ୪୮ଜଣଙ୍କ ପତ୍ତା ମିଳିନଥିଲା । ବହୁ ଖୋଜାଖୋଜି କରିବା ପରେ ୩୭ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଅନ୍ୟମାନଙ୍କ ପତ୍ତା ମିଳିନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!