Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏକତରଫା ପ୍ରେମ କରି ଯୁବକ ଗିରଫ

by ସଞ୍ଜୟ ସ୍ୱାଇଁ
September 22, 2021
in Crime, State
ଏକତରଫା ପ୍ରେମ କରି ଯୁବକ ଗିରଫ
225
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଏକତରଫା ପ୍ରେମ କରି ଯୁବକ ଗିରଫ। ଏକତରଫା ପ୍ରେମ କରି ଯୁବତୀଙ୍କ ଘରେ ଉତ୍ପାତ କରି ସୋସିଆଲ୍‌ ମିଡିଆରେ ଅଶ୍ଳୀଳ ଫଟୋ ଛାଡିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଏନେଇ ଯୁବତୀଙ୍କ ଘର ଲୋକ ମଞ୍ଚେଶ୍ୱର ଥାନାରେ ଏତଲା ଦେଲା ପରେ ପୁଲିସ୍‌ ପିପିଲି ସ୍ଥିତ ପାତାଡିଗୁଡିଆ ଗାଁର ସୁମିତ୍‌ କୁମାର ଜେନା (୨୬)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୁମିତ୍‌ ଗତ କିଛି ତଳେ ରସୁଲଗଡ଼ ଅଞ୍ଚଳର ରହୁଥିବା ପୂର୍ଣ୍ଣିମା (ଛଦ୍ମାନାମ, ୨୫ ବର୍ଷ) ନାମକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ପୂର୍ଣ୍ଣିମା ମଧ୍ୟ ତାଙ୍କୁ ଭଲ ପାଉଥିଲେ । କିଛି ମାସ ପରେ କ’ଣ ହେଲା କେଜାଣି ପୂର୍ଣ୍ଣିମା ତାଙ୍କୁ ଛାଡି ଦେଇଥିଲେ । ଏହା ପରେ ସୁମିତ୍‌ ଯୁବତୀଙ୍କୁ ବିଭିନ୍ନ ଅଶ୍ଳୀଳ ମେସେଜ୍‌ କରିବା ସହ ସୋସିଆଲ୍‌ ମିଡିଆରେ ଏଣୁ ତେଣୁ ଫଟୋ ଅପ୍‌ଲୋଡ୍‌ କରୁଥିଲେ । ଗତ ୫ ତାରିଖରେ ପୂର୍ଣ୍ଣିମା ରହୁଥିବା ଘର ପାଖରେ ପହଞ୍ଚି ଆତଙ୍କ ଖେଳାଇଥିଲେ ସୁମିତ୍ । ଏନେଇ ଯୁବତୀଙ୍କ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ପୁଲିସ୍‌ ଗତକାଲି ରାତିରେ ସୁମିତ୍‌କୁ ପିପିଲିରୁ ଗିରଫ କରିଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!