Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଗ୍ନିଶମ ବିଭାଗ ଦେଲା ନୂଆ ଜୀବନ

by Anil Panda
May 20, 2020
in Breaking
ଅଗ୍ନିଶମ ବିଭାଗ ଦେଲା ନୂଆ ଜୀବନ
8
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ିଶା ଛୁଇଁଥିବା ବାତ୍ୟା ଅମ୍ପନ ଆଜି ସ୍ଥଳଭାଗ ଛୁଇଁ ସାରିଥିବା ବେଳେ ବାତ୍ୟା ସମୟରେ ଘଟିଛି ଏକ ନିଆରା ଘଟଣା । ଅଗ୍ନିଶମ ବିଭାଗ ପାଇଁ ଆଜି ଏକ ନୂଆ ଜୀବନ ପୃଥିବୀ ପୃଷ୍ଠରେ ପାଥ ଥାପିଛି । ଦେବଦୂତ ସାଜିଛନ୍ତି ଅଗ୍ନିଶମ ବାହିନୀ । ସୂଚନାନୁସାରେ, ମହାକାଳପଡ଼ା ରୋଜାହର ଗ୍ରାମର ହାତୀମ୍ ସେଠୀଙ୍କ ପôତୀ ଜାନକୀ ସେଠୀ ଆଜି ବାତ୍ୟା ସମୟରେ ଗର୍ଭ ବେଦନା ପାଇଥିଲେ । ଏହି ସମୟରେ ରାସ୍ତା ଉପରେ ଅନେକ ଗଛ ଉପୁଡ଼ି ପଡ଼ିଥିଲା । ଏହି ଗଛକୁ ପାର ହୋଇ ଗର୍ଭବତୀଙ୍କୁ କିଭଳି ଡାକ୍ତରଖାନା ନିଆଯିବ ତାକୁ ନେଇ ଚିନ୍ତା ସୃଷ୍ଟି ହୋଇଥିଲା । ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ରାସ୍ତାରୁ ଦ୍ରୁତଗତିରେ ଗଛକାଟି ଗର୍ଭବତୀଙ୍କୁ ଡାକ୍ତରଖାନା ଅଭିମୂଖେ ନେବାରେ ସଫଳ ହୋଇଥିଲେ । ବାଟରେ ଯିବା ସମୟରେ ଜାନକୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ବେଳେ ଅଗ୍ନିଶମ ବିଭାଗ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଂଚାଇବାରେ ସଫଳ ହୋଇଥିଲେ । ଏବେ ଉଭୟ ମାଆ ଓ ଶିଶୁକନ୍ୟା ସୁସ୍ଥ ଥିବା ଜଣାଯାଇଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!