Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୃଦ୍ଧ ବୟସରେ ରାସଲୀଳା

by ସଞ୍ଜୟ ସ୍ୱାଇଁ
April 29, 2021
in Feature News, State
ବୃଦ୍ଧ ବୟସରେ ରାସଲୀଳା
557
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): କଥାରେ ଥିବା ବୃଦ୍ଧ ବୟସରେ ରାସଲୀଳା ଶବ୍ଦ ଆଜି ପ୍ରମାଣିତ କରିଛି । ଜଣେ ୬୦ବର୍ଷିୟ ବୃଦ୍ଧ ୪ଟି ଛୁଆର ମାଆ ସହିତ ରାସଲୀଳା କରିଥିବା ଜଣାପଡିଛି । ଏଭଳି ଅଜବ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ । ସୂଚନାନୁସାରେ, ୪ଟି ଛୁଆ ଥିବା ଜଣେ ମହିଳାଙ୍କ ସହିତ ଉକ୍ତ ଗାଁର ଜଣେ ୬୦ବର୍ଷିୟ ବୃଦ୍ଧଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା । ସ୍ୱାମୀ ଛୁଆମାନେ ନଥିବା ବେଳେ ମହିଳା ଜଣକ ବୃଦ୍ଧଙ୍କ ସହିତ ରାସଲୀଳା କରୁଥିଲା । କିଛିଦିନ ପରେ ଉକ୍ତ ମହିଳାଙ୍କର ସ୍ୱାମୀଙ୍କ ଦେହାନ୍ତ ହୋଇଥିଲା । ଦଶାହ କ୍ରିୟାରେ ବୃଦ୍ଧ ପ୍ରେମିକ ଜଣକ ଯୋଗ ଦେଇଥିଲେ । ମହିଳାଙ୍କ ସହିତ ବୃଦ୍ଧଜଣକ ରାସଲୀଳା କରୁଥିବା ବେଳେ ଗ୍ରାମବାସୀ ମାନେ ବୃଦ୍ଧ ବ୍ୟକ୍ତୁକୁ କାବୁ କରି ମାଡ଼ ମାରିଥିଲେ । ପରେ ପୁଲିସରେ ଖବର ଦେଇ ବୃଦ୍ଧ ଜଣକୁ ପୁଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!