Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆମେରିକାରେ ଓଡ଼ିଆ ଝିଅ ହାସଲ କଲେ ସ୍ୱର୍ଣ୍ଣପଦକ

by ସଞ୍ଜୟ ସ୍ୱାଇଁ
August 5, 2021
in NATIONAL NEWS, Sports, WORLD
ଆମେରିକାରେ ଓଡ଼ିଆ ଝିଅ ହାସଲ କଲେ ସ୍ୱର୍ଣ୍ଣପଦକ
117
VIEWS
Share on FacebookShare on Twitter

ଆମାଚିଓ, (ବାଘୁଆବାର୍ତ୍ତା): ଆମେରିକାରେ ରେକର୍ଡ କଲେ ଓଡ଼ିଆ ଝିଅ ପ୍ରିଶା ସ୍ୱାଇଁ। ଆମେରିକାର ଆମାଚିଓର ଆଥଲେଟିକ ୟୁନିଅନ୍ ଆନୁକୂଲ୍ୟରେ ଆୟୋଜିତ ଟାଏକ୍ୱୋଣ୍ଡୋ ନ୍ୟାଶନାଲ ଚାମ୍ପିଅନସିପରେ ପ୍ରିଶା ୬ରୁ ୭ବର୍ଷ କାଟାଗୋରୀରେ ଇଣ୍ଟରମିଡିଏଟ୍ ବେଲ୍ଟ ଫିମେଲ ଓପନ ଟ୍ରାଡିସନାଲ ଫର୍ମରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇ ଏହି ସଫଳତା ହାସଲ କରିଛନ୍ତି। ଏହାଛଡା ସେ ୱାର୍ଲ୍ଡ ଟାଏକ୍ୱୋଣ୍ଡୋ ଫର୍ମ ଓ ଅଲିମ୍ପିକ୍ ସ୍ପେୟାରିଂ କାଟାଗୋରୀରେ ଦୁଇଟି ରୌପ୍ୟ ପଦକ ହାସଲ କରି ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି। ମାତ୍ର ୪ବର୍ଷରୁ ଟାଏକ୍ୱୋଣ୍ଡୋ ପ୍ରତି ଆଗ୍ରହ ରଖିଥିବା ପ୍ରିଶା ନିଜ ସ୍କୁଲରେ ଏହି ଖେଳରେ ପାରଦର୍ଶିତା ଲାଭ କରିଥିବା ବେଳେ ଭବିଷ୍ୟତରେ ଅଲିମ୍ପିକ୍ ଚାମ୍ପିଅନ୍ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଜଗତସିଂହପୁର ଜିଲ୍ଲା ମଣିଜଙ୍ଗାର ମୂଳବାସିନ୍ଦା ପ୍ରତିମା ଓ କେଦାରନାଥ ସ୍ୱାଇଁଙ୍କ କନ୍ୟା। ଏବେ ଇଣ୍ଡିଆନା ରାଜ୍ୟର କଲମ୍ବସରେ ବସବାସ କରୁଛନ୍ତି। ଏହି ସଫଳତାରେ ଆଇ ବନଲତା ଓ ଅଜା କେଦାରନାଥ ପ୍ରିଶାର ଉଜ୍ଜ୍ୱଳ କାମନା କରିଛନ୍ତି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!