Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହାରି ହାରି ଜିତିଲା ଓଡ଼ିଶା

by ସଞ୍ଜୟ ସ୍ୱାଇଁ
January 18, 2021
in NATIONAL NEWS, State
ହାରି ହାରି ଜିତିଲା ଓଡ଼ିଶା
156
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବା ର୍ା): ଲଗାତର ଭାବେ ୪ଟି ମ୍ୟାଚ୍ ହାରି ଶେଷରେ ଗୋଟିଏ ମ୍ୟାଚ୍ ଜିତିଲା ଓଡ଼ିଶା । ଓଡ଼ିଶା ସିନିୟର କ୍ରିକେଟ୍ ଟିମ୍ ଲଗାତର ଭାବେ ୪ଟି ପରାଜୟ ପରେ ଦଳର କ୍ୟାପଟେନ୍ରେ ପରିବ ର୍ନ ହୋଇଥିଲା । କୋଲକାତା ଯାଦବପୁର ୟୁନିଭର୍ସିଟି କ୍ୟାମ୍ପସରେ ହେଉଥିବା ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା କ୍ୟାପଟେନ୍ ପରିବର୍ତ୍ତନ ପରେ ବିଜୟୀ ହୋଇଛି । ଚଳିତ ମୁସ୍ତାଲ୍ ଅଲ୍ଲୀ ଟ୍ରଫି୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଆଜି ଖେଳାଯାଇଥିବା ଗ୍ରୁପ୍-ବି ର ଏକ ମ୍ୟାଚ୍ରେ ଓଡ଼ିଶା ଦଳ ୪ଟି ଓି୍ୱକେଟ୍ରେ ଆସାମକୁ ପରାଜୟ କରିଛି । ଉକ୍ତ ମ୍ୟାଚ୍ରେ ଆସାମ ଟସ୍ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ମୂଲ୍ୟବାନ ୫ ୱିକେଟ୍ ହରାଇ ୧୪୮ରନ୍ ସଂଗ୍ରହ କରିପାରିଥିଲା । ଏହାର ଜବାବ୍ରେ ଓଡ଼ିଶା ନିର୍ଦ୍ଧାରିତ ଓଭର ଠାରୁ ଗୋଟିଏ ଓଭର ବାକିଥିବା ପୂର୍ବରୁ ମୂଲ୍ୟବାନ ୬ଟି ୱିକେଟ୍ ହରାଇ ୧୫୪ରନ୍ କରି ବିଜୟୀ ହୋଇଛି । ଦଳ ପକ୍ଷରୁ କ୍ୟାପଟେନ୍ ରିୟାନ୍ ପରାଗ ସର୍ବାଧିକ ୨୬ ଟି ବଲ୍ ଖେଳି ବିସ୍ପୋରକ ୨ଟି ଛକା, ୩ଟି ଚୌକାରେ ୪୨ ରନ ସଂଗ୍ରହ କରିଥିବା ବେଳେ ରଜାକୁଦ୍ଦିନ ଅହମ୍ମଦ ୧୯ଟି ବଲ୍ ଖେଳି ୨ଟି ଚୌକା, ୨ଟି ଛକା ସହାୟତାରେ ୩୨ ରନ କରିପାରିଥିଲେ । ସାହିଲ୍ ଜୈନ୍ ୨୪ ରନ୍, ପଲ୍ଲଭ କୁମାର ଦାସ ୨୧ ରନ, ଦେନିଶ ଦାସ୍ ୧୯ ରନ୍ କରି ଆଉଟ୍ ହୋଇଥିଲେ । ଓଡ଼ିଶା ପକ୍ଷରୁ ଗୋବିନ୍ଦ ପୋଦ୍ଦାର ୨ଟି ୱିକେଟ୍ ନେଇଥିବା ବେଳେ ପପ୍ପୁ ରୟ ଓ ସର୍ବେଶ୍ୱର ମହାନ୍ତି ଗୋଟାଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!