Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଆ ଫଳକକୁ ଲିଭାଇଦେଲା ଆନ୍ଧ୍ର

by ସଞ୍ଜୟ ସ୍ୱାଇଁ
September 29, 2021
in State
ଓଡ଼ିଆ ଫଳକକୁ ଲିଭାଇଦେଲା ଆନ୍ଧ୍ର
82
VIEWS
Share on FacebookShare on Twitter

କୋରାପୁଟ, (ବାଘୁଆବାର୍ତ୍ତା): ବାତ୍ୟା ଗୁଲାବ ପ୍ରଭାବରେ ବ୍ୟସ୍ତ ଜିଲ୍ଲା ପ୍ରଶାସନ । ତେବେ ଏଭଳି ମୁହୁର୍ତ୍ତକୁ ହାତଛଡ଼ା ନକରି ପୁଣି ଭାଷା ଭିତ୍ତିକ କାର୍ଡ ଖେଳିବା ଆରମ୍ଭ କରିଛି ଆନ୍ଧ୍ର । ହିନ ମାନସିକତାର ପରିଚୟ ଦେଉଛି ଆନ୍ଧ୍ର । କୋଟିଆ ପଞ୍ଚାୟତରେ ଫାଟୁ ସିନେରି ଠାରେ ଗତକାଲି ଆନ୍ଧ୍ର ତେଲଗୁ ଫଳକ ଲଗେଇ ଥିବା ବେଳେ ଏବେ ଓଡ଼ିଶା ଲଗେଇଥିବା ଓଡ଼ିଆ ଫଳକକୁ ଲିଭାଯାଇଥିବା ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ଗୁଲାବ ବାତ୍ୟାର କ୍ଷୟକ୍ଷତିର ପୁନରୁଦ୍ଧାର କାର୍ୟ୍ୟରେ ବ୍ୟସ୍ତ ଥିବାବେଳେ ଏହାର ଭରପୁର ଫାଇଦା ନେଉଛି ଆନ୍ଧ୍ର । ଗୁଲାବ ବାତ୍ୟାରେ କୋଟିଆ ପଞ୍ଚାୟତରେ ବଡ଼ଧରଣର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି । ମାଡକାର ବ୍ରିଜ ପାଣିରେ ଧୋଇ ଭାସିଜିବା ଫଳରେ କୋଟିଆ ଠାରୁ ସିଧାସଳଖ ଫାଟୁ ସିନେରି, ଫଗୁଣ ସିନେରି ଓ ମାଡକାରକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଆଉ ଏହାର ଭରପୁର ଫାଇଦା ନେବାକୁ ଅଣ୍ଟା ଭିଡୁଛି ଆନ୍ଧ୍ର ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!