Thursday, June 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଆ ଯବାନ ସହିଦ୍

by ସଞ୍ଜୟ ସ୍ୱାଇଁ
April 6, 2021
in Feature News, State
ଓଡ଼ିଆ ଯବାନ ସହିଦ୍
578
VIEWS
Share on FacebookShare on Twitter

କଟକ,(ବାଘୁଆବାର୍ତ୍ତା): ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଘଟିଥିବା ବଡ଼ ଧରଣର ନକ୍ସଲ ହମଲାରେ ୨୨ଜଣ ଯବାନ ସହିଦ୍ ହୋଇଛନ୍ତି । ସହିଦ୍ ହୋଇଥିବା ୨୨ଜଣ ଜବାନଙ୍କ ମଧ୍ୟରୁ ଜଣେ ଓଡ଼ିଶାର ଯବାନ ଥିବା ଜଣାପଡିଛି । ଓଡ଼ିଶାର ସହିଦ୍ ହୋଇଥିବା ଯବାନ ଜଣଙ୍କ ଘର କଳାହାଣ୍ଡି ଜିଲ୍ଲା କୋକସରା ଗ୍ରାମର ସୁବାସ ନାୟକ । ସୁବାସ ଦୀର୍ଗ ଦିନ ଧରି ବିଜାପୁର ଜିଲ୍ଲାର ବାସଗୁଡ଼ା ଗ୍ରାମରେ ରହି ଆସୁଥିଲେ । ପ୍ରଥମେ ସୁବାସ ଏସପିଓ ଭାବେ ପୁଲିସ ବିଭାଗରେ କାମ କରୁଥିଲେ । ବାସଗୁଡ଼ା ନକ୍ସଲ ହମଲାରେ ସୁବାସ ବୀରତ୍ୱର ସହି ଲଢେଇ କରି ନକ୍ସଲଙ୍କୁ ମାରିବାରେ ସଫଳତା ହାସଲ କରିବା ସହିତ ସାଥୀ ଯବାନଙ୍କ ନୀବନ ବଞ୍ଚାଇଥରଲେ । ଏହାପରେ ତାଙ୍କୁ ପ୍ରମୋସନ ଦିଆଯାଇଥିଲା । ସୁବାସ ଏସଟିଏଫର ଦାୟୀତ୍ୱ ନେବା ପରେ ନକ୍ସଲ ଦମନରେ ବହୁ ସଫଳତା ହାସଲ କରିପାରିଥିଲେ । ଶନିବାର ଦିନ ବିଜାପୁର ଅଞ୍ଚଳରେ ଘଟିଥିବା ବଡ଼ ଧରଣର ନକ୍ସଲ ହମଲାରେ ସୁବାସ ସହୀଦ ହୋଇଥିଲେ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!