Saturday, August 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟୋକିଓ ଅଲମ୍ପିକରେ ଚମକିବେ ଓଡ଼ିଆ ଝିଅ

by ସଞ୍ଜୟ ସ୍ୱାଇଁ
June 17, 2021
in Breaking, Sports
ଟୋକିଓ ଅଲମ୍ପିକରେ ଚମକିବେ ଓଡ଼ିଆ ଝିଅ
33
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଟୋକିଓ ଅଲମ୍ପିକରେ ଚମକିବେ ଓଡ଼ିଆ ଝିଅ । ଟୋକିଓ ଅଲମ୍ପିକ୍ ପାଇଁ ଆଜି ୧୬ଜଣିଆ ଭାରତୀୟ ମହିଳା ଟିମ୍ ଘୋଷଣା କରାଯାଇଛି । ଏହି ୧୬ଜଣିଆ ଟିମରେ ଏକମାତ୍ର ଖେଳାଳୀ ଭାବେ ଓଡ଼ିଆ ଝିଅ ଦୀପ ଗ୍ରେସ ଏକ୍କା ଏଥିରେ ସାମିଲ ହୋଇଥିବା ଜଣାପଡିଛି । ଦୀପ୍ ଏହା ପୂର୍ବରୁ ୨୦୧୬ରେ ଆୟୋଜିତ ରିଓ ଅଲମ୍ପିକିରେ ମଧ୍ୟ ସ୍ଥାନ ପାଇଥିଲେ । ଭାରତୀୟ ମହିଳା ଟିମର କ୍ୟାପଟେନ୍ ଦାୟୀତ୍ୱ ସର୍ବପରି ରାନୀ ରାମପଲଙ୍କୁ ଦିଆଯାଇଛି । ବେଙ୍ଗାଲୁରୁର ସାଇ ସେଣ୍ଟରରେ ଚାଲିଥିବା କ୍ୟାମ୍ପରୁ ଟିମ୍ ଚୟନ କରାଯାଇଥିଲା । ଭାରତୀୟ ସ୍ୱାର୍ଡରେ ୮ଜଣ ଅଭିଜ୍ଞ ଖେଳାଲୀଙ୍କୁ ସ୍ଥାନ ମିଳିଥିବା ବେଳେ ୮ଜଣ ନୂଆ ଖେଳାଳୀଙ୍କୁ ଖୋଳିବା ପାଇଁ ସୁଯୋଗ ମିଳିଛି । ଯେଉଁମାନେ ଅଲମ୍ପିକରେ ଡେବ୍ୟୁ କରିବେ । ଚୟନ ହୋଇଥିବା ଟିମ୍ ବର୍ଷେ ଧରି କଠିନ ପରିଶ୍ରମ କରିଆସୁଛନ୍ତି । ଟିମରେ ଅଭିଜ୍ଞ ଖେଳାଳୀ ଓ ନୂଆ ପ୍ରତିଭାର ମିଶ୍ରଣ ରହିଛି ଯାହା ଫଳପ୍ରଦ ହେବ ବୋଲି କୋଚ୍ ମାରିନ୍ କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!