Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଆ ଭାଷାର ବହୁଳ ବ୍ୟବହାର ଦାବି

by ସଞ୍ଜୟ ସ୍ୱାଇଁ
December 23, 2019
in Nayagarh
ଓଡ଼ିଆ ଭାଷାର ବହୁଳ ବ୍ୟବହାର ଦାବି
56
VIEWS
Share on FacebookShare on Twitter

ଭାଷା ଆନ୍ଦୋଳନ ସମିତି ନୟାଗଡ଼

ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ସାଙ୍ଗକୁ ଓଡିଶାରେ ଓଡିଆ ଭାଷାରେ ଶାସନ ଲାଗୁ କରିବା ଉଦ୍ଦେଶ୍ୟରେ ବିଗତ ୩ ବର୍ଷ ତଳେ ନୟାଗଡ ଭାଷା ଆନ୍ଦୋଳନ ସମିତି ଜନ୍ମଲାଭ କରିଥିଲା । ନୟାଗଡ ଜିଲ୍ଲାର ସମସ୍ତ ସରକାରୀ ଦପ୍ତରରେ ଓଡିଆ ଭାଷାର ବହୁଳ ବ୍ୟବହାର, ବିଜ୍ଞାପନ ଫଳକରେ ଓଡିଆ ଭାଷାରେ ଲେଖିବା ବାଧ୍ୟତାମୂଳକ, ସରକାରୀ ଫଳକରେ ଓଡିଆ ଭାଷାର ନିର୍ଭୁଲ୍ ବ୍ୟବହାର ଏବଂ ନୟାଗଡ ଜିଲ୍ଲାରେ ଓଡିଆ ବିଶ୍ୱବିଦ୍ୟାଳୟ ଆଦି ପ୍ରତିଷ୍ଠା ଦାବି ନେଇ ନୟାଗଡ ଭାଷା ଅନ୍ଦୋଳନ ସମିତି ନୟାଗଡରେ ଭାଷା ଆନ୍ଦୋଳନକୁ ସକ୍ରିୟ କରିବା ସହ ଓଡିଆ ଭାଷାର ବହୁଳ ପ୍ରଚାର ପ୍ରସାର ଦିଗରେ ପ୍ରଶାସନ ଉପରେ ଚାପ ପକାଇବା । ନୟାଗଡର ଭାଷା, ସାହିତ୍ୟ ଓ ସଂସ୍କୃତିର ବରେଣ୍ୟ ପ୍ରତିଭାମାନଙ୍କୁ ଜିଲ୍ଲା ତଥା ରାଜ୍ୟ ସ୍ତରରେ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନେ ଅସମ୍ମାନିତ କରୁଥିବା ହୃଦ୍ବୋଧ କରିବା ସହ ଓଡିଶା ସରକାରଙ୍କ ଭାଷା ସୁରକ୍ଷା ଆଇନକୁ ନୟାଗଡ ଜିଲ୍ଲାର ସରକାରୀ ଅଧିକାରୀମାନେ ମାନୁନଥିବାରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭାଷା ଆନ୍ଦୋଳନ ସମିତି ନୟାଗଡ଼ ପକ୍ଷରୁ ଆବାହକ ଶିବରାମ ମହାପାତ୍ର ଓ ଚନ୍ଦ୍ରବିଜୟୀ ମିଶ୍ର ଦାବି କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!