Saturday, July 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମା’ଭୁଆଶୁଣୀ କ୍ଳବ ବିଡ଼ାନାସୀ ବିଜୟୀ

by ସଞ୍ଜୟ ସ୍ୱାଇଁ
January 2, 2020
in Sports
ମା’ଭୁଆଶୁଣୀ କ୍ଳବ ବିଡ଼ାନାସୀ ବିଜୟୀ
31
VIEWS
Share on FacebookShare on Twitter

ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଓଡଗାଁ କପ 

ନୟାଗଡ଼, (ବାଘୁଆବାର୍ତ୍ତା) : ୩ୟ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ୨୦୨୦ ର ଉଦଘାଟନୀ ମ୍ୟାଚରେ ସ୍ପୋଟ୍ସ ଅଥରିଟ ଅଫ ଇଣ୍ଡିଆ(ସାଇ)କୁ ପରାସ୍ତ କରି ମା’ଭୁଆଶୁଣୀ କ୍ଳବ ବିଡ଼ାନାସୀ କଟକ ୨-୦ଗୋଲରେ ବିଜୟ ହାସଲ କରିଛି । ସ୍ଥାନୀୟ ଅଂଚଳର କ୍ରୀଡା ପ୍ରେମୀ ମାନଙ୍କ ଦ୍ୱାରା ରଘୁନାଥଙ୍କ ପୀଠରୁ ଆଜ୍ଞାମାଳ ସହ ମଶାଲଙ୍କୁ ଶୋଭାଯାତ୍ରାରେ ଆଣି ମିନି ଷ୍ଟାଡିୟମରେ ସ୍ଥାପନା ହୋଇଥିଲା । ଅନୁଷ୍ଠିତ ଉଦଘାଟନୀ ମ୍ୟାଚର କ୍ରୀଡା ପତାକା ଉତୋଳନ ପରେ ଓଡ଼ଗାଁ ବିଡିଓ ସ୍ୱାତୀଲେଖା ଦାସ, ଅଧ୍ୟକ୍ଷା ମମତା ବେବେହେରା, ଉପାଧ୍ୟକ୍ଷା ବିରଜା ଲକ୍ଷ୍ମୀ ସାହୁ, ପୂର୍ବତନ ଉପାଧ୍ୟକ୍ଷା ପ୍ରତିମା ପାତ୍ର ଏବଂ ବିଭିନ୍ନ ପଂଚାୟତରୁ ଆସିଥିବା ମହିଳା ସରପଂଚମାନେ ଖେଳାଳୀମାନଙ୍କ ପାଖକୁ ଯାଇ ସେମାନଙ୍କୁ ଉତ୍ସାହିତ କରିଥିଲେ । ଅପରାହ୍ନ ୩ଟା ବେଳେ ଉପରୋକ୍ତ ୨ଦଳ ମଧ୍ୟରେ ମ୍ୟାଚ୍ ସଙ୍ଘର୍ଷ ପୁର୍ଣ୍ଣ ଥିଲା । ମାଭୁଆଶୁଣୀ କ୍ଳବ ବିଡ଼ାନାସୀର ଜର୍ସି ନମ୍ବର ୦୫ ସେଖ୍ ଆଲାମ୍, ଜର୍ସି ନମ୍ବର ୧୦ ରାଜେସ୍ ନାୟକ ବିଭିନ୍ନ ସମୟରେ ପ୍ରତିପକ୍ଷକୁ ୨ଟି ଗୋଲ ଦେଇଥିଲେ । ଖେଳ ଶେଷ ପର୍ଯ୍ୟନ୍ତ ସଙ୍ଘର୍ଷ କରିମଧ୍ୟ କଟକ(ସାଇ)କୁ ନିରାସ ହେବାକୁ ପଡିଥିଲା । ନୟାଗଡ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ବିଭୁ ପ୍ରସାଦ ସାହୁ, ରଘୁନାଥ ଆଥଲେଟିକ୍ ଆସୋସିଏସନର ସମ୍ପାଦକ ଦିବାକର ନାୟକ ଏବଂ ଗୋବିନ୍ଦ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆସନ୍ତା କାଲି ଅପରାହ୍ନରେ ୨ୟ ମ୍ୟାଚ୍ ଅନୁଷ୍ଠିତ ହେବ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!