Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପରକିୟା ପ୍ରିତିରେ ସରପଞ୍ଚ, ପତ୍ନୀଙ୍କୁ ନିର୍ଯ୍ୟାତନା, ଥାନାରେ ମାମଲା

by ସଞ୍ଜୟ ସ୍ୱାଇଁ
June 18, 2023
in Crime, State
ନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ, ଆଜି ହେବ କୋର୍ଟ ଚାଲାଣ
522
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ନୂଆଗାଁ ବ୍ଳକ ବେରୁହାଁବାରି ଗ୍ରାମପଞ୍ଚାୟତ ସରପଞ୍ଚ ସୁଶାନ୍ତ କୁମାର ସାହୁଙ୍କ ନାମରେ ସଙ୍ଗିନୀ ଅଭିଯୋଗ । ପରକିଆ ପ୍ରିତିରେ ଲିପ୍ତ ରହିଥିବା ସନ୍ଦେହ କରି ସ୍ତ୍ରୀ ସଂଯୁକ୍ତା ବେହେରା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଗତ ୫ ତାରିଖରେ ସୁଶାନ୍ତ ଉତ୍ୟକ୍ତ ହୋଇ ସନ୍ଧ୍ୟାରେ ସ୍ତ୍ରୀ ସଂଯୁକ୍ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଭିତିରେ ଓଡ଼ଗାଁ ପୋଲିସ ୬ ତାରିଖରେ ୯୫/୨୩ରେ ମାମଲା ରୁଜୁ କରିଥିଲେ। ପୋଲିସ ଧାରା ୪୧ରେ ସୁଶାନ୍ତଙ୍କୁ ନୋଟିସ ଜାରି କରିଥିବା ବେଳେ ମାମଲା ସମ୍ପର୍କରେ ଅନୁଧ୍ୟାନ ଚାଲୁ ରହିଛି। ଅନ୍ୟପକ୍ଷରେ ଗତ ୧୭ ତାରିଖ ଶନିବାର ସକାଳ ୭ଟା ଠାରୁ ରାତି ୯ଟା ପର‌୍ୟ୍ୟନ୍ତ ସରପଞ୍ଚ ସୁଶାନ୍ତ ପତ୍ନୀ ସଂଯୁକ୍ତାଙ୍କୁ ଗୋଟିଏ ଘରେ ଅଟକ ରଖି ଅମାନୁଷିକ ଭାବେ ଅତ୍ୟାଚାର କରିବା ସହିତ କରେଣ୍ଟ ସକ୍ ଦେଇ ମାରିଦେବାକୁ ଉଦ୍ୟମ କରୁଥିବା ସଂଯୁକ୍ତା ଓଡ଼ଗାଁ ରବିବାର ଅନ୍ୟ ଏକ ଅଭିଯୋଗ କରିଛନ୍ତି। ତେବେ ଖବର ପାଇ ଓଡ଼ଗାଁ ପୋଲିସ ଶନିବାର ରାତି ୧୧ଟାସମୟରେ ସଂଯୁକ୍ତାଙ୍କ ନିକଟରେ ପହଞ୍ଚିଥିଲେ। ରବିବାର ସକାଳୁ ସରପଞ୍ଚ ସୁଶାନ୍ତଙ୍କୁ ପୋଲିସ ଥାନାରେ ଅଟକ ରଖିଛି । ସୁଚନାନୁସାରେ ଦିର୍ଘଦିନଧରି ସ୍ବାମୀ ସ୍ତ୍ରୀ ମଧ୍ୟରେ କୌଣସି ସମ୍ପର୍କ ରହୁନଥିବା ବେଳେ ତାଙ୍କ ପ୍ରତି ଅବହେଳା କରାଯିବା ଏବଂ ଶାରୀରିକ ଓ ମାନସିକ ସ୍ତରରେ ନିର‌୍ୟାତନା ଦିଆଯାଉଥିବା ଘଟଣାକୁ ନେଇ ସବୁବେଳେ ସୁଶାନ୍ତଙ୍କ ପରିବାର ମଧ୍ୟରେ ସମସ୍ୟା ଲାଗି ରହିଥାଏ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!