Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଥର ଓ ବାଲି ବୋଝେଇ ଗାଡି ଜବତ ୭୪ ହଜାର ଜୋରିମାନା ଆଦାୟ

by ସଞ୍ଜୟ ସ୍ୱାଇଁ
November 20, 2020
in Nayagarh
ପଥର ଓ ବାଲି ବୋଝେଇ ଗାଡି ଜବତ ୭୪ ହଜାର ଜୋରିମାନା ଆଦାୟ
1.4k
VIEWS
Share on FacebookShare on Twitter

ଓଡ଼ଗାଁ(ବାଘୁଆବାର୍ତ୍ତା):ବୁଧବାର ମଧ୍ୟ ରାତ୍ରରେ ରାଜସ୍ୱ ବିଭାଗ ଏବଂ ଆଦର୍ଶ ଥାନା ପୋଲିସର ମିଳିତ ଚଢାଉ କରି ୩ଟି ମିନିଟ୍ରକ ସମେତ ଗୋଟିଏ ଟ୍ରକ ଜବତ କରିଥିଲେ ।ସେଥି ମଧ୍ୟରୁ ଗତକାଲି କେବଳ ଗୋଟିଏ ମିନିଟ୍ରକ ଏବଂ ଟ୍ରକଠାରୁ ୫୫୦୦୦ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା ।ଏବଂ ଅନ୍ୟ ଦୁଇଟି ମିନିଟ୍ରକର କେହି ଦାବିଦାର ପହଂଚି ପାରି ନଥିବାରୁ ଜୋରିମାନା ଅସୁଲ ହୋଇପାରିନଥିଲା ।ଆଜି ଉକ୍ତ ଦୁଇଟି ମିନିଟ୍ରକ ନଂ ଓଡ଼ି ୨୫ଏ୩୨୬୩ ରବୀନ୍ଦ୍ର ସେଠି ,ରୋହିବାଙ୍କ ୨୦୦୦୦ଟଙ୍କା ଏବଂ ଓଡ଼ି୨୫ଡି ୬୪୬୩ ଝୁନୁ ସେଠୀଙ୍କ ଠାରୁ ୨୦୦୦୦ ଟଙ୍କା ତହସିଲଦାର ବିଜୟିତା ସାମନ୍ତସିଂହାର ଅସୁଲ କରିଛନ୍ତି । ରାଜସ୍ୱ ବିଭାଗ ସୁପରଭାଇଜରଙ୍କ ସମେତ ରାଜସ୍ୱ ନିରୀକ୍ଷକଙ୍କ ମିଳିତ ଚଢ଼ାଉ ବେଳେ ଆଜି ପୁଣି ଗୌଡ଼ପୁଟ ଠାରୁ ୨ଟି ଏବଂ ଓଡ଼ଗାଁ ଠାରୁ ୧ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଅଛି ।ଓଡ଼ି୨୫ଇ୮୬୦୮/୮୨୬୨ ଓଡ଼ଗାଁ କେଦାରନାଥ ସାହୁଙ୍କ ଟ୍ରାକ୍ଟର ପାଇଁ ୧୧୦୦୦ ଟଙ୍କା ଏବଂ ଓଡ଼ି୨୫ବି ୨୬୦୧ ଚରଣ ପ୍ରଧାନ ନନ୍ଦିଘୋର ଟ୍ରାକ୍ଟର ପାଇଁ ୧୦୦୦୦ ଟଙ୍କା ଏବଂ ଓଡ଼ି୨୫ଡି୧୬୭୯ ବିଶ୍ୱନାଥ ପ୍ରଧାନ ନନ୍ଦିଘୋର ଟ୍ରାକ୍ଟର ପାଇଁ ୧୩୦୦୦ଟଙ୍କା ଅସୁଲ ହୋଇଥିବା ଜଣାପଡିଅଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!