Thursday, March 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସେବା ମନୋବୄତ୍ତି ରହିବା ଜରୁରୀ

by ସଞ୍ଜୟ ସ୍ୱାଇଁ
February 28, 2021
in Feature News
ସେବା ମନୋବୄତ୍ତି ରହିବା ଜରୁରୀ
423
VIEWS
Share on FacebookShare on Twitter

ଓଡ଼ଗାଁ,(ବାଘୁଆବାର୍ତ୍ତା): ପବ୍ଲିକ ରାଇଟସ ଆସୋସିଏସନ ଓଡ଼ଗାଁ ବ୍ଲକ୍ ଶାଖା ତରଫରୁ ଏହାର ତୄତୀୟ ବୈଠକ ସ୍ଥାନୀୟ ଗୋଡିପଲ୍ଲୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଶିକ୍ଷକ, କବି, ତଥା ସମାଜସେବୀ ଯଶୋବନ୍ତ ପଟ୍ଟନାୟକ ମୁଖ୍ୟଅତିଥି ରୂପେ ଯୋଗଦେଇ ମାନବାଧିକାର ଓ ଏହାର ବିଭିନ୍ନ ଦିଗଗୁଡିକ ଉପରେ ଆଲୋକପାତ କରିବା ସହ ସଂଗଠନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟଗୁଡିକୁ ସଫଳ କରିବା ପାଇଁ ଏକତା, ନିଷ୍ଠା, ସର୍ବୋପରି ଅହଂକାର ରହିତ ସେବା ମନୋବୄତ୍ତି ରହିବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ସଂଗଠନର ଜିଲ୍ଲା ସଭାପତି ବିଜୟ କୁମାର ଦାସ,ଉପସଭାପତି ଭମା ନାୟକ, ବ୍ଲକ ସଭାପତି ବିଦ୍ୟାଧର ଦାସ ପ୍ରମୁଖ ସମ୍ମାନିତ ଅତିଥିରୂପେ ଯୋଗ ଦେଇଥିବା ବେଳେ ବ୍ଲକ ସଂଯୋଜିକା ଜଲି ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ। ରାଜ୍ୟ ସଂଯୋଜିକା ଆଡଭୋକେଟ ଜ୍ୟୋତି ପଣ୍ଡା ଅନଲାଇନ ଭିଡିଓ ମାଧ୍ୟମରେ ନିଜ ବକ୍ତବ୍ୟ ରଖି ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଓଡ଼ଗାଁ ବ୍ଲକର ବିଭିନ୍ନ ଅଞ୍ଚଳରୁ କର୍ମୀମାନେ ଯୋଗଦେଇ ସମାଜସେବା କ୍ଷେତ୍ରରେ ଉକ୍ତ ଅନୁଷ୍ଠାନକୁ ଆହୁରି ଆଗେଇନେବା ପାଇଁ ଶପଥ ନେଇଥିଲେ।ପ୍ରତ୍ୟେକ ମାସ ଶେଷ ରବିବାର ଦିନ ଏପରି ବୈଠକ କରାଯାଇ ଅଧିକରୁ ଅଧିକ ଜନହିତକର କାର୍ୟ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବା,ଅନୁଷ୍ଠାନର ବାର୍ଷିକ ଉତ୍ସବ ଆୟୋଜନ କରାଯାଇ ଏହାକୁ ସୁଦୂରପ୍ରସାରୀ କରିବା ଏବଂ ଏକ ପତ୍ରିକା ମାଧ୍ୟମରେ ଅନୁଷ୍ଠାନର କାର୍ୟ୍ୟକ୍ରମ ସବୁକୁ ଲୋକାଭିମୁଖୀ କରିବା ପ୍ରଭୃତି କାର୍ୟ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି ବୋଲି ପବ୍ଲିକ ରାଇଟସ ଆସୋସିଏସନର ସମ୍ପାଦିକା ରାଜଲକ୍ଷ୍ମୀ ସେନାପତି ସୂଚନା ଦେଇଛନ୍ତି।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!