Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଣ୍ଟେନ୍‌ମେଣ୍ଟକୁ ନେଇ କୁରାଳରେ ଉତ୍ତେଜନା, ବ୍ୟବସାୟୀଙ୍କ ଧାରଣା

by Anil Panda
August 17, 2020
in Feature News, Nayagarh
କଣ୍ଟେନ୍‌ମେଣ୍ଟକୁ ନେଇ କୁରାଳରେ ଉତ୍ତେଜନା, ବ୍ୟବସାୟୀଙ୍କ ଧାରଣା
759
VIEWS
Share on FacebookShare on Twitter

ଓଡ଼ଗାଁ , (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ ଓଡ଼ଗାଁ ବ୍ଲକ କୁରାଳ ପଂଚାୟତକୁ ଜିଲ୍ଲାପାଳ ଜୁଲାଇ ୧ ତାରିଖରୁ କଣ୍ଟେନ୍‌ମେଣ୍ଟ ଘୋଷଣା କରିଛନ୍ତି । ଦୀର୍ଘଦିନ ହେବ ଏଠାରେ କଣ୍ଟେନ୍‌ମେଣ୍ଟ ଲାଗୁ କରାଯାଇଥିବା ବେଳେ ବ୍ୟବସାୟୀମାନେ ଏହାକୁ ନେଇ ବାରମ୍ବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଗତ ୮ ତାରିଖରେ ଏନେଇ ବ୍ୟବସାୟୀମାନଙ୍କ ତରଫରୁ ମେଲ ଯୋଗେ ଜିଲ୍ଲାପାଳଙ୍କ ଅବଗତ କରିଥିବା ବେଳେ ଏହି ଅସନ୍ତୋଷ ଆଜି ଉଗ୍ରଋପ ଧାରଣ କରିଛି । ବ୍ୟବସାୟୀମାନେ ମିଳିତ ଭାବେ ପୁଲିସକୁ ଘେରାଉ କରିବା ସହ ସରପଂଚ ଝୀଲ୍ଲି ପ୍ରଧାଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବି ପତ୍ର ଦେବା ସହ ଚଣ୍ଟେଶ୍ୱର ବଣିକ ସଂଘ ତରଫରି ପଂଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ଦୋକାନ ବଜାର ବନ୍ଦ କାରଣରୁ ବ୍ୟବାସାୟୀମାନଙ୍କ ଘରେ ଚୁଲି ଜଳିବା କଷ୍ଟକର ହୋଇପଡ଼ିଥିବା ବେଳେ ଆସନ୍ତା ବୁଧବାର ସୁଦ୍ଧା କଣ୍ଟେନ୍‌ମେଣ୍ଟ ପ୍ରତ୍ୟାହାର କରିବା ନେଇ ଦାବି କରାଯାଇଛି ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!