Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ଗାଁ ପ୍ରଥମ ବାପୁନି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଇଟାମାଟି ଚମ୍ପିୟାନ

by ସଞ୍ଜୟ ସ୍ୱାଇଁ
February 4, 2025
in Nayagarh, Sports, State
ଓଡ଼ଗାଁ ପ୍ରଥମ ବାପୁନି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଇଟାମାଟି ଚମ୍ପିୟାନ
143
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା): ଓଡ଼ଗାଁ ଶ୍ରୀରାମ ସ୍ପୋଟର୍ସ କ୍ଳବ୍ ଆୟୋଜିତ ପ୍ରଥମ ବାପୁନି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ମଙ୍ଗଳବାର ଫାଇନାଲ ମ୍ୟାଚରେ ନୟାଗଡ଼ କଇଥଗାଡିଆକୁ ହରାଇ ଇଟାମାଟି ଚମ୍ପିୟାନ ଟ୍ରଫିସହିତ ୧୫ ହଜାର ଟଙ୍କାର କ୍ୟାସପ୍ରାଇଜ ମୁଖ୍ୟ ଅତିଥି ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା।ସେହିପରି ରନର୍ସ ଟ୍ରଫି ସହିତ ୧୧ ହଜାର ଟଙ୍କାର ଅର୍ଥରାଶି ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ନିଲାଞ୍ଜନ ଦାସ ଓ ଯାହାଙ୍କ ନାମରେ ଟୁର୍ଣ୍ଣା ଅନୁଷ୍ଠିତ ହେଉଅଛି ଅର୍ଥାତ ବାପୁନିଙ୍କ ପିତା ବିଜୟ କୁମାର ଘଡେଇଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।ଟୁର୍ଣ୍ଣାମେଣ୍ଟର ପ୍ରଥମ ଫର୍ମାଟ ମ୍ୟାଚରେ ନିର୍ଦ୍ଧାରିତ ୧୦ ଓଭରରେ କଇଥଗାଡିଆକୁ ହରାଇ ଇଟାମାଟି ବିଜୟ ହାସଲ କରିଥିଲା।

୬ ଓଭର ଦ୍ବିତୀୟ ଫର୍ମାଟ ମ୍ୟାଚରେ ଇଟାମାଟିକୁ ହରାଇ କଇଥଗାଡିଆ ଜିତିଯାଇଥିଲା।ସେହିପରି ୪ ଓଭର ବିଶିଷ୍ଟ ତୃତୀୟ ଫର୍ମାଟ ମ୍ୟାଚରେ ଇଟାମାଟି ବିଜୟ ହାସଲକରି ଚମ୍ପିୟାନ ଘୋଷିତ ହୋଇଥିବାବେଳେ କଇଥଗାଡିଆ ଉପବିଜେତା ଘୋଷଣା କରାଯାଇଥିଲା।କଇଥଗାଡିଆ ଦଳର ଆଜିର ମ୍ୟାଚରେ ବାଦଲ ଶ୍ରେଷ୍ଠ ଖେଳାଳି ଓ ଶ୍ରେଷ୍ଠବୋଲର ଏବଂ ଲିପୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ସମ୍ମାନୀତ ଅତିଥିଭାବେ ଯୋଗଦେଇଥିବା ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର ଏବଂ ରଘୁନାଥ ଆଥଲେଟିକ ଆସୋସିଏସନ୍ ସମ୍ପାଦକ ତଥା ଖେଳମଣିଷ ଦିବାକର ନାୟକଙ୍କ ଦ୍ବାରା ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ବସନ୍ତ କୁମାର ସାହୁ,ପ୍ରବୀର,ବାଦଲ, ରୋହନ,ଅମିତ୍,ତନ୍ମୟ,ରାମନାଥ,ଲିପୁ, ବୁଲୁ,କାଳିଆ,ରଞ୍ଜନ,ଚନ୍ଦନଙ୍କ ସହିତ ଶ୍ରୀରାମ ସ୍ପୋର୍ଟସ କ୍ଲବର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!