Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅବୁଝା କବିତା ଓ ଭାବର ଠାକୁର ଉନ୍ମୋଚିତ

by ସଞ୍ଜୟ ସ୍ୱାଇଁ
March 4, 2021
in Lifestyle, Nayagarh
ଅବୁଝା କବିତା ଓ ଭାବର ଠାକୁର ଉନ୍ମୋଚିତ
288
VIEWS
Share on FacebookShare on Twitter

ଓଡ଼ଗାଁ,(ବାଘୁଆବାର୍ତ୍ତା): ସମ୍ବର୍ଦ୍ଧନା ମ୍ୟୁଜିକ ତରଫରୁ ଆଜି ଓଡ଼ଗାଁ ସ୍ଥିତ ରାମସାଗର ପାର୍କ ପରିସରରେ ପ୍ରଯୋଜକ ଦୀନବନ୍ଧୁ ମହାପାତ୍ରଙ୍କ ଆଧୁନିକ ଆଲବମ୍ ଅବୁଝା କବିତା ଓ ଭଜନ ଆଲବମ୍ ଭାବର ଠାକୁର ଉନ୍ମୋଚିତ ହୋଇଯାଇଛି। ଗୀତିକାର ବନ୍ଦନା କୁମାରୀ ମହାପାତ୍ର ଭଜନଗୁଡିକୁ ରଚନା କରିଥିବା ବେଳେ ଏଥିରେ ସଂଗୀତ ଓ କଣ୍ଠଦାନ କରିଛନ୍ତି ଅଞ୍ଜନ କୁମାର। ସେହିପରି ଆଧୁନିକ ଆଲବମଟିରେ ଅଞ୍ଜନ କୁମାରଙ୍କ ସଂଗୀତ ସଂଯୋଜନା ଏବଂ ଓଡ଼ଗାଁର ଯୁବ କଣ୍ଠଶିଳ୍ପୀ ଆଶିଷ ରଂଜନ ଦାଶଙ୍କ ସୁମଧୁର ସ୍ୱର ମନ ଜିଣିଥିବାବେଳେ ଗୀତଗୁଡିକୁ ରଚନା କରିଛନ୍ତି ଏମ୍.ଦୀନବନ୍ଧୁ।ଉକ୍ତ ଉନ୍ମୋଚନ ଉତ୍ସବରେ ପ୍ରଯୋଜକ ଦୀନବନ୍ଧୁ ମହାପାତ୍ରଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ (ଜୋନ୍-୨) ବିଭୁପ୍ରସାଦ ସାହୁ,ଅବସରପ୍ରାପ୍ତ ଶିକ୍ଷକ ଶେଷଦେବ ସାହୁ, ଅଭିନେତା ତଥା ଗାୟକ ବନୋଜ ପଟ୍ଟନାୟକ, କବି ତଥା ଶିକ୍ଷକ ପଞ୍ଚାନନ ପଣ୍ଡା, ରଞ୍ଜନ କୁମାର ଦାଶ,ଯଶୋବନ୍ତ ପଟ୍ଟନାୟକ, ବାନାମ୍ବର ସାହୁ,ପରମାନନ୍ଦ ସ୍ୱାଇଁ,ସୁଶାନ୍ତ କୁମାର ସାହୁ, ସାମ୍ବାଦିକ ସାରସ କୁମାର ମିଶ୍ର, ଗଣେଶ୍ୱର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!