Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଏଏସ ସ୍ତରରେ ବଡ଼ ଧରଣର ବଦଳି: ଭାପୁର ବିଡ଼ିଓ ହେଲେ ତହସିଲଦାର 

by ସଞ୍ଜୟ ସ୍ୱାଇଁ
September 9, 2022
in Breaking, Nayagarh
ବଦଳିଲେ ଆଇଏଏସ ଅଫିସର
63
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଓଏଏସ ସ୍ତରରେ ବଡ଼ ଧରଣର ବଦଳି କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରୁଥିବା ଓଏଏସ ଅଫିସର ତଥା ବିଡ଼ିଓ, ତହସିଲଦାର ମାନଙ୍କୁ ବଦଳି କରାଯାଇଛି । ତେବେ ଆଜି ରାଜ୍ୟର ୪୯ଜଣ ଓଏଏସ ଅଫିସରଙ୍କ ବଦଳି କରିଛନ୍ତି ଖୋଦ୍ ରାଜ୍ୟ ସରକାର । ଏହି ୪୯ଜଣ ଓଏଏସ ଅଫିସରଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ଯୁବ ବିଡ଼ିଓ ଭାବେ କାର୍ଯ୍ୟ କରିଆସୁଥିବା ଜନ୍ମେଜୟ ସାହୁଙ୍କୁ କଟକ ଜିଲ୍ଲା ବାରଙ୍ଗ ତହସିଲର ତହସିଲଦାର ଭାବେ ବଦଳି କରାଯାଇଛି ‌। ସେହିପରି ତାଙ୍କ ସ୍ଥାନରେ ଗରଦପୁର ବ୍ଲକ ବିଡ଼ିଓ ରଞ୍ଜିତ କୁମାର ମଲ୍ଲିକଙ୍କୁ ଭାପୁର ବ୍ଲକର ନୂତନ ବିଡ଼ିଓ ଭାବେ ନିଯୁକ୍ତ କରାଯାଇଛି । ତେବେ ରାଜ୍ୟ ସରକାର ଏଭଳି ଅଦଳ ବଦଳ କରୁଥିବା ବେଳେ ଅଫିସରଙ୍କ ମନରେ ଛନକା ଦେଖାଦେଇଛି । ଭାପୁର ବ୍ଲକ୍ କଥା ଦେଖିବା ତେବେ ଦେଢ଼ ବର୍ଷରେ ୩ଜଣ ବିଡ଼ିଓଙ୍କର ବଦଳି ହୋଇଥିବା ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!