Tuesday, July 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଏଏସ୍ ଅଫିସରକୁ ଆକ୍ରମଣ ଘଟଣା:କାର୍ଯ୍ୟବନ୍ଦ କଲା ନୟାଗଡ ଓଏଏସ୍ ସଂଘ

by ସଞ୍ଜୟ ସ୍ୱାଇଁ
July 1, 2025
in Feature News
ଓଏଏସ୍ ଅଫିସରକୁ ଆକ୍ରମଣ ଘଟଣା:କାର୍ଯ୍ୟବନ୍ଦ କଲା ନୟାଗଡ ଓଏଏସ୍ ସଂଘ
395
VIEWS
Share on FacebookShare on Twitter

ନୟାଗଡରେ ଡାକ୍ତର, ଭୁବନେଶ୍ଵରରେ ଓଏଏସଙ୍କୁ ମାଡ଼ 

ନୟାଗଡ଼, (ବାଘୁଆବାର୍ତ୍ତା): ସରକାରଙ୍କ ପାଖରୁ କର୍ମଚାରୀଙ୍କର ଭରଷା ତୁଟି ଗଲାଣି l ନୂଆ ସରକାରର ଶାସନରେ ଆଇନ୍ ସେବା ବିପର୍ଯ୍ୟସ୍ତ l ମାସେ ତଳେ ନୟାଗଡର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସରକାରୀ ଡାକ୍ତରଙ୍କ ଉପରେ ମାଡ଼ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଛାତି ଉପରେ ଥିବା ବିଏମସି କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ କମିଶନର(ଓଏଏସ) ଙ୍କୁ ମାଡ଼ ମାରିବା ଭଳି ଦୃଶ୍ୟ ରାଜ୍ୟବାସିଙ୍କୁ ଚକିତ କରିଛି l ଯାହାକୁ ନେଇ ନୟାଗଡ ଜିଲ୍ଲା ଓଏଏସ୍ ସଂଘ l କଳାବ୍ଯାଚ ପରିଧାନ କରି କାର୍ଯ୍ଯବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ରାଜ୍ଯ ଓଏଏସ୍ ସଂଘର ନିଷ୍ପତ୍ତିକୁ ନିନ୍ଦା କରିବା ସହ ନୂତନ ସଂଘ ଗଠନର ଆବଶ୍ଯକତା ରହିଥିବା କହିଲେ ନୟାଗଡ ଓଏଏସ୍ ସଂଘ ସଭାପତି ଏଡିଏମ୍ ରୋଜିନା ଦାସ । ଗତକାଲି ଭୁବନେଶ୍ଵର ବିଏମସି କାର୍ଯ୍ଯାଳୟରେ ଜନଶୁଣାଣୀ ଚାଲିଥିବା ସମୟରେ ଜଣେ ଓଏଏସ୍ ଅଫିସରଙ୍କୁ ଯେଉଁଭଳି ଭାବରେ ଆକ୍ରମଣ କରାଗଲା ତାହାକୁ କଡା ଭାଷାରେ ନିନ୍ଦା କରିଛି ନୟାଗଡ ଓଏଏସ ସଂଘ । ରାଜ୍ଯ ସଂଘ ଏଥିପାଇଁ  ପ୍ରଥମେ କାର୍ଯ୍ଯବନ୍ଦ ଆନ୍ଦୋଳନ ଡାକରା ଦେଇଥିଲେ ମଧ୍ଯ ପରବର୍ତ୍ତୀ ସମୟରେ ଆନ୍ଦୋଳନରୁ ଓହରିଯିବା ନିଷ୍ପତ୍ତିକୁ ନୟାଗଡ ସଂଘ ନାପସନ୍ଦ କରିଛି । ଆଜି ଜିଲ୍ଲାର ସମସ୍ତ ଓଏଏସ ମାନେ ଏକାଠି ହୋଇ କଳାବ୍ଯାଚ ପରିଧାନ କରି କାର୍ଯ୍ଯବନ୍ଦ ଆନ୍ଦୋଳନ କରିବା ପାଇଁ  ନିଷ୍ପତ୍ତି ନେଇଛନ୍ତି । ଏହାସହିତ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ଯ ସଂଘର କର୍ମକର୍ତ୍ତାଙ୍କ ମନମାନିକୁ ନୟାଗଡ ସଂଘ ନିନ୍ଦା କରିବା ସହ ଆଗାମୀ ଦିନରେ ନୂତନ ସଂଘ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ନୟାଗଡ ଜିଲ୍ଲା ସଭାପତି ରୋଜିନା ଦାସ ପ୍ରକାଶ କରିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!