Wednesday, June 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୭୬ କୋଟି ଟଙ୍କାରେ ବିକ୍ରି ହେଲା ଗାଡ଼ି ନମ୍ବର ପ୍ଲେଟ୍

by ସଞ୍ଜୟ ସ୍ୱାଇଁ
May 3, 2021
in Lifestyle
୭୬ କୋଟି ଟଙ୍କାରେ ବିକ୍ରି ହେଲା ଗାଡ଼ି ନମ୍ବର ପ୍ଲେଟ୍
334
VIEWS
Share on FacebookShare on Twitter

ଦୁବାଇ,(ବାଘୁଆବାର୍ତ୍ତା):ଦୁନିଆର ସବୁଠୁ ଦାମୀ ନମ୍ବର ପ୍ଲେଟ୍‌କୁ ସବୁବେଳେ ଚର୍ଚ୍ଚା ଜାରି ରହିଥାଏ । ଏବେ ପୁଣି ଥରେ ଏଭଳି ଏକ ଗାଡ଼ିର ଦାମୀ ନମ୍ବର ପ୍ଲେଟ୍‌କୁ ନେଇ ଚର୍ଚ୍ଚା ଜୋରଦାରହେବାରେ ଲାଗିଛି । ଏହି ନମ୍ବର ପ୍ଲେଟ ଟି ହେଉଛି ଏଏ୯ । କୌତୂହଳର ବିଷୟ ହେଉଛି ଯେ, ଏହି ଏଏ୯ ନମ୍ବର ପ୍ଲେଟ୍ ଟି ୩୮ ମିଲିୟନ୍ ଏଡ୍ ୟୁଏଇ ଦିରହମ୍ ଅର୍ଥାତ ୭୬ କୋଟି ଟଙ୍କାରେ ବିକ୍ରି ହୋଇଯାଇଛି । ଏହି ନମ୍ବର ପ୍ଲେଟ ବ୍ୟତୀତ, ଅନେକ ଫ୍ୟାନସି ମୋବାଇଲ୍ ଫୋନ୍ ନମ୍ବର ମଧ୍ୟ ଏଥିରେ ଉପଲବ୍ଧ ରହିଥିଲା | ଦୁବାଇର ସଡକ ଏବଂ ପରିବହନ ପ୍ରାଧ୍ଵକରଣ ସହଭାଗିତାରେ ଦୁବାଇ କ୍ରୀଡ଼ା ପରିଷଦର ଅଧ୍ୟକ୍ଷ ମହମ୍ମଦ ବିନ୍ ରସିଦ ଅଲ୍ ମକତମ ଗ୍ଲୋବାଲ୍ ଇନିସିଏଟିଭ୍ ଦ୍ବାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!