Sunday, July 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୋ ରିସ୍କ ନୋ ଷ୍ଟୋରି, ସୁଇମିଂପୁଲରେ ବୋଲ୍ଡ ଫଟୋ ସୁଟ କଲେ ନୁସରତ

by ସଞ୍ଜୟ ସ୍ୱାଇଁ
June 23, 2021
in Lifestyle, NATIONAL NEWS
ନୋ ରିସ୍କ ନୋ ଷ୍ଟୋରି, ସୁଇମିଂପୁଲରେ ବୋଲ୍ଡ ଫଟୋ ସୁଟ କଲେ ନୁସରତ
277
VIEWS
Share on FacebookShare on Twitter

କୋଲକାତା, (ବାଘୁଆବାର୍ତ୍ତା): ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାନ ନିଜର ଲାଟେଷ୍ଟ ଇନଷ୍ଟାଗ୍ରାମକୁ ନେଇ ଚର୍ଚ୍ଚାରେ। ଇନଷ୍ଟାଗ୍ରାମରେ ସେ ନିଜ ଫଟୋସୁଟର ଭିଡିଓ ସେୟାର କରିଛନ୍ତି। ଅନ୍ୟପଟେ ଲୋକସଭା ବାଚସ୍ପତିଙ୍କୁ ତାଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେପି ଅଡି ବସିଛି । ଏହି ସମୟରେ ସେ ସୁଇମିଂ ପୁଲରେ ପାଣି ସହିତ ଖେଳୁଥିବା ଦେଖିବାକୁ ମିଳିଛି। କିଛି ଲୋକ ତାଙ୍କୁ ସମାଲୋଚନା କରୁଥିବାବେଳେ କିଛି ପ୍ରଶଂସକ ପସନ୍ଦ ମଧ୍ୟ କରୁଛନ୍ତି। ସ୍ୱାମୀ ନିଖିଲ ଜୈନଙ୍କ ସହ ବିବାଦ ଓ ଗର୍ଭଧାରଣକୁ ଚର୍ଚ୍ଚାରେ ଅଛନ୍ତି। ଗର୍ଭାବସ୍ଥାର ଖବର ମଧ୍ୟରେ ସେ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି। ବର୍ତ୍ତମାନ ସେ ଏକ ଫଟୋସୁଟ୍ ସେୟାର କରିଛନ୍ତି। ଏଥିରେ ସେ ପାଣିରେ ଖେଳୁଥିବା ନଜର ଆସିଛନ୍ତି। ଏହା ସହିତ ସେ କ୍ୟାପସନ୍ ଦେଇଛନ୍ତି, ‘ନୋ ରିସ୍କ, ନୋ ଷ୍ଟୋରି’ ନିଖିଲଙ୍କ ସହ ବିବାଦ ଓ ଗର୍ଭବତୀ ଖବର ଆସିବା ପରେ ନୁସରତ ଜାହାନଙ୍କ ସମ୍ବେଦନଶୀଳ ବୟାନ ଆସିଛି। ଏଥିରେ ସେ କହିଥିଲେ ଯେ ନିଖିଲଙ୍କ ସହ ତାଙ୍କର ବିବାହ ବେଆଇନ ଅଟେ। ଏହା ପରେ ହିଁ ତାଙ୍କର ଗର୍ଭାବସ୍ଥା ଫଟୋ ସାମ୍ନାକୁ ଆସିଥିଲା। ଖବର ଅନୁଯାୟୀ, ନିଖିଲ କହିଛନ୍ତି ଯେ ସେ ନୁସରତଙ୍କ ସନ୍ତାନର ପିତା ନୁହଁନ୍ତି। ନୁସରତ କହିଛନ୍ତି ଯେ ୨୦୧୯ ରେ ତୁର୍କୀରେ ବ୍ୟବସାୟୀ ନିଖିଲ ଜୈନଙ୍କ ସହ ବିବାହ ହୋଇଥିଲା। ଭାରତୀୟ ବିବାହ ଅନୁଯାୟୀ ଏହି ବିବାହ ବୈଧ ନୁହେଁ। ସେ କହିଛନ୍ତି ଯେ ତୁର୍କୀ ବିବାହ ନିୟମାବଳୀ ଅନୁଯାୟୀ ସେମାନେ ବିବାହ କରିଥିଲେ ତେଣୁ ଭାରତରେ ଏହା ବେଆଇନ। ଏହା ଅନ୍ୟ ଧର୍ମରେ ବିବାହର ମାମଲା ସେଥିପାଇଁ ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁଯାୟୀ ପଞ୍ଜିକରଣ ହୋଇଥାନ୍ତା ଯାହା ହୋଇନଥିଲା। ସେହି ଦୃଷ୍ଟିକୋଣରୁ ଏହା ବିବାହ ନୁହେଁ ଲିଭ-ଇନ-ରିଲେସନସିପ ବୋଲି କହିଛନ୍ତି ନୁସରତ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!