Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୦୦୦ ଏଟିଏମ ବନ୍ଦ : ଏଟିଏମରେ ଟଙ୍କା ନାହିଁ

by ସଞ୍ଜୟ ସ୍ୱାଇଁ
October 3, 2018
in Society
21
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା ବ୍ୟୁରୋ): ଦେଶରେ କିଛିମାସ ମଧ୍ୟରେ ୨ହଜାରରୁ ଊଦ୍ଧ୍ୱର୍ ଏଟିଏମ୍ ବନ୍ଦ ହୋଇଗଲାଣି । ୨୦୧୭ ମେ ମାସରୁ ଏହିପରି ପ୍ରକ୍ରିୟା ଲାଗୁ ରହଛି ।ି ୨୦୧୮ ମେ ମାସ ବେଳକୁ ଦେଶରେ ପ୍ରାୟ ୨ହଜାରରୁ ଅଧିକ ଏଟିଏମ୍ ବନ୍ଦ ହୋଇଗଲାଣି । ରାଜ୍ୟରେ ଏବେ ଏଟିଏମ୍ ଗୁଡିକରେ ଟଙ୍କା ଅଭାବ ଜନିତ ସମସ୍ୟା ଉକ୍ରଟ ହେବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ସହର ଓ ପ୍ରତ୍ୟେକ ଜିଲ୍ଲାର ମୁଖ୍ୟ ଦପ୍ତରମାନଙ୍କରେ ଏଟିଏମ୍ରୁ ଆଉ ଟଙ୍କା ବାହାରୁ ନାହିଁ । ପରିସ୍ଥିତି ଏପରି ସାଂଘାତିକ ହେଲାଣି ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଧିକାଂଶ ଏଟିଏମ୍ରେ ସର୍ଟର
ପଡିଯାଇଛ ।ି ଯାହାକଛି ି ଖୋଲା ଅଛି ସେଗଡୁ ିକରେ ଟଙ୍କା ନାହିଁ । ଫଳରେ ଲୋକେ ଟଙ୍କା ଉଠାଇବା ପାଇଁ ଗୋଟିଏ ଏଟିଏମ୍ରୁ ଆଉ ଗୋଟିଏ ଏଟିଏମ୍କୁ ବାରମ୍ବାର ଧାଉଁଛନ୍ତି । ପ୍େର ତ୍ୟକ ଗ୍ରା ମାଞ୍ଚଳର ୁ ସହରାଞ୍ଚଳକୁ ଆସୁଥିବା ଦୈନିକ ସାଧାରଣ ଲୋକମାନେ ଏଭଳି ପରିସ୍ଥିତିର ସମ୍ମୁଖିନ ହେଉଛନ୍ତି ।

ନିକଟରେ ଭୁବନେଶ୍ୱର ସମେତ ବିଭିନ୍ନ ମୁଖ୍ୟ ସହରରେ ଓଜେଇ ପରୀକ୍ଷା ଚାଲିଥିବାରୁ ଓ ସାବିତ୍ରୀ ଅମାବାସ୍ୟା ପର୍ବ ଚାଲୁ ରହିଥିବାରୁ ଅନେକ ଅଭିଭାବକ ଓ ଜନସାଧାରଣ ବିଭିନ୍ନ ସହରକୁ ଆସିଥିଲେ । ଏଟିଏମ୍ରେ ଟଙ୍କା ନମିଳିବା ଲାଗି ସେମାନେ ମାତ୍ରାଧିକ ଅସୁବିଧାର ସମ୍ମୁଖିନ ହୋଇଥିବାର ନଜିର ରହଛି ।ି ଜନସାଧାରଣ ସାବତି ୀ୍ର ପାଇଁ ଫଳ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ଲାଗି ବଜାରକୁ ବାହାରିଥିଲେ । ବାଟରେ ଏଟିଏମ୍ରୁ ଟଙ୍କା ଉଠାଇ ସାମଗ୍ରୀ କିଣିଥାନ୍ତେ, କିନ୍ତୁ ଏଟଏି ମ୍େ ର ଟଙ୍କା ନ ମଳି ବି । ଯୋଗୁଁ ଅନେକ ବ୍ୟକ୍ତିଙ୍କୁ ନିରାଶ ହେବାକୁ ପଡିଛ ।ି ପ୍ରକାଶ ଥାଉକି ମୁଖ୍ୟତଃ ଏଟିଏମ୍ରେ ଟଙ୍କା ଭର୍ତ୍ତି କରିବା ପାଇଁ ଆବଶ୍ୟକ ପରିମାଣର ଅର୍ଥ ବ୍ୟାଙ୍କଗୁଡିକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଯାଉ ନାହିଁ । ବିଶେଷକରି ୨ହଜାର ଟଙ୍କିଆ ନୋଟ୍ ପ୍ରାୟ ଏଟିଏମ୍ରୁ ଗାୟବ ହୋଇଯାଇଛି । ଟଙ୍କାର ଅଭାବ ଲାଗି ଏଟିଏମ୍ରେ ଟଙ୍କା ଶେଷ ହେବା ପୂର୍ବରୁ ଟଙ୍କା ଭର୍ତ୍ତି କରିବା ପାଇଁ ଟଙ୍କାର ଅଭାବ ପରିଲକ୍ଷିତ ହେଉଛି । ଟଙ୍କା ଅଭାବ ପାଇଁ କେତେକ ବ୍ୟାଙ୍କ ଅଧିକାରୀ କେନ୍ଦ୍ର ସରକାରଙ୍କ ନୀତିକୁ ମଧ୍ୟ ଦାୟି କରିଛନ୍ତି । ସରକାର ନଗଦ ଅର୍ଥ କାରବାରକୁ ନିରୁତ୍ସାହିତ କରିବା ସହିତ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା ଲାଗି ଟଙ୍କା ଯୋଗାଣ କମ ୍ କରଛି ନ୍ତ ।ି ଏଥେô ଯାଗୁଁ ଏଟିଏମ୍ରେ ଟଙ୍କା ଅଭାବ ସମସ୍ୟା ସୃଷ୍ଟି ହୋଇଛି ବୋଲି ଜଣାପଡିଛି । ରାଜ୍ୟରେ ପାଖାପାଖି ୬ହଜାର ଏଟିଏମ୍ ରହିଥିଲେ ମଧ୍ୟ ଏଥିରୁ ପ୍ରାୟ ଅଧିକାଂଶ ଏଟିଏମ୍ ଷ୍ଟେଟବ୍ୟାଙ୍କ ଅଧିନରେ ରହିଛି । ଏହି କିଛିଦିନ ହେଲା ଷ୍ଟେଟବ୍ୟାଙ୍କର ଅଧିକାଂଶ ଏଟିଏମ୍ ସର୍ଟର ପଡିଯାଇଥିବା ଦେଖିବାକୁ ମିଳିଛି । ବ୍ୟାଙ୍କକୁ ଟଙ୍କା ଯୋଗାଣ କମ୍ ହେଉଥିବାରୁ ଏଭଳି ଅବ୍ୟବସ୍ଥା ହେଉଛି । ଏଟଏି ମର୍ ସତ୍ଥି ି ସ୍ୱାଭାବକି ହେବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!