Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪୮ କେଜି ମିନିମମ ୱେଟ୍ ବର୍ଗରେ ଭାରତୀୟ ମୁଷ୍ଟୀ ଯୋଦ୍ଧା ନୀତୁ ଘଙ୍ଘାସ ଆଣିଲେ ସ୍ୱର୍ଣ୍ଣ ପଦକ

by ସଞ୍ଜୟ ସ୍ୱାଇଁ
August 7, 2022
in NATIONAL NEWS, Sports
୪୮ କେଜି ମିନିମମ ୱେଟ୍ ବର୍ଗରେ ଭାରତୀୟ ମୁଷ୍ଟୀ ଯୋଦ୍ଧା ନୀତୁ ଘଙ୍ଘାସ ଆଣିଲେ ସ୍ୱର୍ଣ୍ଣ ପଦକ
30
VIEWS
Share on FacebookShare on Twitter

ବରମିଙ୍ଘମ, (ବାଘୁଆବାର୍ତ୍ତା): ବକ୍ସିଂରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ ପଦକ। ୪୮ କେଜି ମିନିମମ ୱେଟ୍ ବର୍ଗରେ ଭାରତୀୟ ମୁଷ୍ଟୀ ଯୋଦ୍ଧା ନୀତୁ ଘଙ୍ଘାସ ଆଣିଲେ ସ୍ୱର୍ଣ୍ଣ ପଦକ। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନୀତୁ ଇଂଲଣ୍ଡର ୱାର୍ଲ୍ଡ ଚାମ୍ପିୟନସିପ୍‌ କାଂସ୍ୟାପଦକ ବିଜେତା ଡେମି ଜେଡ ରେଜସ୍ତାନଙ୍କୁ ପରାସ୍ତ କରିଛନ୍ତି। ଫାଇନାଲ୍‌ରେ ୪୮ କେଜି ମିନିମମ ୱେଟ୍‌ ବର୍ଗରେ ଇଂଲଣ୍ଡର ଡେମିଏଙ୍କ ସହ ମୁକାବିଲା କରିଥିଲେ ନୀତୁ। ତେବେ ମ୍ୟାଚ୍‌ର ଦ୍ୱିତୀୟ ରାଉଣ୍ଡରେ ସେ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛନ୍ତି। ଏହା ପୂର୍ବରୁ ସେମିଫାଇନାଲ୍‌ରେ ସେ କାନାଡ଼ାର ପ୍ରିୟଙ୍କା ଢିଲନଙ୍କୁ ପରାସ୍ତ କରି ଫାଇନାଲକୁ ଉତ୍ତୀନ୍ନ ହୋଇଥିଲେ। ଦ୍ୱିତୀୟରେ ରାଉଣ୍ଡରେ ରେଫରୀ ମ୍ୟାଚ୍ ରୋକିବା ପରେ ୨୧ ବର୍ଷୀୟ ନୀତୁ ସର୍ବ ସମ୍ମତି କ୍ରମେ ୫-୦ରେ ବିଜୟୀ ହୋଇ ଦେଶ ପାଇଁ ଗୋଲ୍ଡ ମେଡାଲ ଆଣିଛନ୍ତି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!