ବରଗଡ, (ବାଘୁଆବାର୍ତ୍ତା): କଂଗ୍ରେସ ଛାଡିଲେ ଅତାବିରାର ପୂର୍ବତନ ବିଧାୟକ ନିହାର ମହାନନ୍ଦ l AICC ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପଠାଇଲେ ଇସ୍ତଫା ପାତ୍ର l ରବିବାର ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ l ଏପରିକି କଂଗ୍ରେସରେ ରହି କାମ କରିହେବନି ବୋଲି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି l






