ମାଲକାନଗିରି, (ବାଘୁଆବାର୍ତ୍ତା): ମାଲକାନଗିରିରେ NIA ରେଡ୍ । ମାଲକାନଗିରି ମୋଟୁ ଥାନା ଅନନ୍ତପାଲି ଗାଁରେ ଏନଆଇଏର ବଡ ଧରଣରେ ରେଡ୍ ହୋଇଛି । ଛତିଶଗଡ ସୁକୁମା ସହରରେ ୨ଟି ସ୍ଥାନରେ ମଧ୍ୟ ରେଡ୍ କରିଛି ଏନଆଇଏ । ନକ୍ସଲ ଲିଙ୍କରେ ରେଡ୍ ହୋଇଥିବା ସୂଚନା ମିଳିଛି ।