Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାହା ହବ କହି ଖୋଳ କରିଦେଲା

by ସଞ୍ଜୟ ସ୍ୱାଇଁ
June 30, 2021
in Feature News, State
ବାହା ହବ କହି ଖୋଳ କରିଦେଲା
362
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ବାହା ହବ କହି ସଂପର୍କ ଗଢିଲା । ତା’ପରେ ଖୋଳ କରିବାରେ ଲାଗିଲା । ଏଭଳି ସାଂଘାତିକ ଅଭିଯୋଗ ଆସିଛି ସାଲେପୁର ଅଞ୍ଚଳରୁ । ସୂଚନାନୁସାରେ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଗୋପିନାଥପୁର ଗାଁର ଜଣେ ବ୍ୟକ୍ତି ଓଡ଼ିଆ ମାଟ୍ରିମୋନିରୁ ଜଣେ ଯୁବତୀଙ୍କ ସଂସ୍ପର୍ଶରେ ଆସିବା ଏବଂ ପରେ ଭାବ ବଢ଼ାଇବା ଘାତକ ସାବ୍ୟସ୍ତ ହୋଇଛି । ମ୍ୟାଟ୍ରିମୋନିରୁ ୱାଟ୍ସଅଫ୍ ଚାଟିଂ ଓ ଫୋନରେ କଥା ବାର୍ତ୍ତା ପରେ ସର୍ବପ୍ରସନ୍ନ ପଣ୍ଡା ନମାକ ଜଣେ ବ୍ୟକ୍ତିଙ୍କୁ ବିବାହ କରିବା ବୋଲି ରାଜି ହୋଇଥିଲେ । ଇଂଲଣ୍ଡରେ ରହୁଥିବା ଛତିଶଗଡ଼ର ପ୍ରିତି ରାଜପୁତ ନାମକ ଜଣେ ଯୁବତୀ ବିବାହ ପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କୁ କିଛି ଦାମୀ ଉପହାର ବିମାନ ଯୋଗେ ପଠାଉଥିବା କହିଥିଲେ ଯୁବତୀ । ବିମାନ ବନ୍ଦରରୁ ଏହା ଘରକୁ ଆସିବାକୁ ହେଲେ କିଛି ଜରୁରୀ କାଗଜ ପତ୍ର କାମ କରିବାକୁ ପଡିବ । ଏଥିପାଇଁ କିଛି ଟଙ୍କା ଖର୍ଚ୍ଚ କରିବାକୁ ହେବ ବୋଲି ଫୋନ୍ କଲ୍ ପାଇଥିଲେ । ଯୁବତୀ ଜଣକ ମିଠା ମିଠା କଥାରେ ଫସାଇ ପାଖାପାଖି ୪ଲକ୍ଷ ଟଙ୍କା ଅନଲାଇନ୍ ଟ୍ରାଞ୍ଜାକସନ କରିଥିଲେ । ଠକେଇ ଶିକାର ହୋଇଥିବା ଜାଣିବା ପରେ ସର୍ବପ୍ରସନ୍ନ ପଣ୍ଡା ନେମାଳ ଥାନା ଓ ସାଇବର ସେଲରେ ଯାଇ ଅଭିଯୋଗ କରିଛନ୍ତି । ନେମାଳ ପୁଲିସ୍ ସର୍ବପ୍ରସନ୍ନଙ୍କ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ନେଇ ସାଲେପୁର ଏସଡିପିଓ ସୂଚନା ଦେଇଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!