ନୟାଗଡ଼, (ବାଘୁଆବାର୍ତ୍ତା) ନୟାଗଡ ଜିଲ୍ଲାରେ ୯ ତାରିଖରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୪ ତାରିଖରେ ୩ ଜଣ ଏବଂ ୧୫ ତାରିଖରେ ୨ ଜଣଙ୍କର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ମୋଟ ଉପରେ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ଆଜି ପୁଣି ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ କରୋନା ସଂଖ୍ୟା ୯ ରେ ପହଂଚିଛି । ଗଣିଆ କଲେଜର କ୍ୱାରେନ୍ଟାଇନ କେନ୍ଦ୍ରରେ ସେମାନେ ରହିଥିଲେ ।ସେମାନଙ୍କୁ ଡାକ୍ତରଖାନା କୁ ପଠାଯାଇଛି ।






