Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

+୨ ପରୀକ୍ଷା,୧୩୬ ଛାତ୍ରଛାତ୍ରୀ ଅନୁପସ୍ଥିତ

by ସଞ୍ଜୟ ସ୍ୱାଇଁ
March 4, 2020
in Education
22
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲାର ୩୧ଟି କେନ୍ଦ୍ରରେ ଆଜି ଅନୁଷ୍ଠିତ +୨ କଳା ଓ ବାଣିଜ୍ୟ ମାତୃଭାଷା ପରୀକ୍ଷା ପରୀକ୍ଷାରେ ବିଭିନ୍ନ ମହାବିଦ୍ୟାଳୟରେ ୧୩୬ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି । ଜିଲାରେ ୩୧ଟି ମହାବିଦ୍ୟାଳୟରେ କଳାରେ ୬୪୫୭ ଜଣ ଛାତ୍ରଛାତ୍ରୀ ଏବଂ ବାଣିଜ୍ୟରେ ୧୭୭ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ, ସେମାନଙ୍କ ମଧ୍ୟରୁ ୧୩୬ଜଣ ଅନୁପସ୍ଥିତ ରହିଛନ୍ତି । ସୂଚନାନୁସାରେ, ଦଶପଲ୍ଲା କୃଷ୍ଣପ୍ରିୟା ଦେବୀ ମହିଳା ମହାବିଦ୍ୟାଳୟରେ ୬ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ବେଳେ ନୂଆଗାଁ ମହାବିଦ୍ୟାଳୟରେ ୫ଜଣ, ଆଡ଼କଟା ମହାବିଦ୍ୟାଳୟରେ ଜଣେ, ବାଣୀଗୋଛା ମହାବିଦ୍ୟାଳୟରେ ୨୬ଜଣ, ଟାକେରା ମହାବିଦ୍ୟାଳୟରେ ୯ଜଣ, ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟ ଦଶପଲ୍ଲାରେ ୫ଜଣ, ଗଣିଆ ରଘୁନାଥ ଜୀଉ ମହାବିଦ୍ୟାଳୟରେ ୧୨ଜଣ, ଗୋଡ଼ିପଡ଼ା ମହାବିଦ୍ୟାଳୟରେ ୮ଜଣ, ବଉଳସାହି ମହାବିଦ୍ୟାଳୟରେ ୨ଜଣ, ସିକୋ ମହାବିଦ୍ୟାଳୟରେ ଜଣେ, ଡିମିରିଆ ମହାବିଦ୍ୟାଳୟରେ ୨ଜଣ, ରଣପୁର ମହାବିଦ୍ୟାଳୟରେ ୨ଜଣ, ଇଟାମାଟି ଶିକ୍ଷା ବୈଷୟିକ ମହାବିଦ୍ୟାଳୟରେ ୩ଜଣ, ମାଳିସାହି ମହାବିଦ୍ୟାଳୟରେ ୨ଜଣ, ଶରଣକୂଳ ମହାବିଦ୍ୟାଳୟରେ ୫ଜଣ, ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ ୧୦ଜଣ, କୋମଣ୍ଡ ମହାବିଦ୍ୟାଳୟରେ ଜଣେ, ବାହାଡ଼ାଝୋଲା ଜଣେ ପଠାଣି ସାମନ୍ତ ମହାବିଦ୍ୟାଳୟ ୪ଜଣ, କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟରେ ଜଣେ, ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟରେ ୪ଜଣ, ଭାପୁର ଆଞ୍ଚିଳକ ମହାବିଦ୍ୟାଳୟରେ ୨ଜଣ, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୩ଜଣ, ଚାନ୍ଦପୁର ମହାବିଦ୍ୟାଳୟରେ ୩ଜଣ, ରାଜସୁନାଖଳା ମହାବିଦ୍ୟାଳୟରେ ୧୩ଜଣ, ଗଡ଼ବାଣୀକିଲୋ ମହାବିଦ୍ୟାଳୟରେ ୫ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ଜଣାଯାଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!