Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଥାନାରେ ଧସେଇ ପଶିଲେ ସଂକ୍ରମିତ

by ସଞ୍ଜୟ ସ୍ୱାଇଁ
May 17, 2021
in Nayagarh
ଥାନାରେ ଧସେଇ ପଶିଲେ ସଂକ୍ରମିତ
1.3k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଟାଉନଥାନାରେ ଆଜି ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଧସେଇ ପଶିବା ଭୟାନକ ପରିସ୍ଥିତି ସୃଷ୍ଟି କରିଛି । ଯଦୁପୁର ଗ୍ରାମର ଆଶାଦିଦି ଶୈଳବାଳା ସେଠୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଦିନତମାମ ଥାନା ପରିସରରେ ବସିବା ଏବଂ ଥାନା ଭିତରକୁ ଧସେଇ ପଶିବା ଭଳି ଅପଚେଷ୍ଟା କରିଛନ୍ତି । ଶୈଳବାଳାଙ୍କ ସାନଝିଅଙ୍କ ପାରିବାରିକ ବିବାଦ ମାମଲାକୁ ଶୈଳବାଳା ଥାନାକୁ କରୋନା ଆକ୍ରାନ୍ତ ଥିବା ଜାଣି ମଧ୍ୟ ଆସିଥିଲେ । ପୁଲିସ କର୍ମଚାରୀ ଶୈଳବାଳା କରୋନା ଆକ୍ରାନ୍ତ ଥିବା କୈାଣସି ସୁତ୍ରରୁ ଜାଣିବା ପରେ ତାଙ୍କୁ ବାହାରି ଯିବାକୁ ପରାମର୍ଶ ଦେଇଥିଲେ । ମାତ୍ର ସେ ଥାନାକୁ ଧସେଇ ପଶିବାକୁ ଚେଷ୍ଟା କରିଥିବା ଜଣାଯାଇଛି । ଏହାକୁ ନେଇ ପୁଲିସ କର୍ମଚାରୀ କୋଭିଡ୍ ନୋଡାଲ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ଖବରପାଇ ମେଡିକାଲ ଟିମ ଏକ ଆମ୍ବୁଲାନ୍ସ ସହ ଥାନାରେ ପହଞ୍ଚି ଶୈଳବାଳାଙ୍କୁ ନେଇ ଯଦୁପୁର ଗାଁରେ ଛାଡ଼ିଥିବା ଜଣାଯାଇଛି । ଶୈଳବାଳା ପରୀ ହତ୍ୟାକାଣ୍ଡ ଅଭିଯୁକ୍ତ ନାବାଳକର ମାଆ ବୋଲି ଜଣାଯାଇଛି । ଅନ୍ୟପକ୍ଷେ, ଜିଲ୍ଲାରେ କରୋନା ଆକ୍ରାନ୍ତ ବ୍ୟକ୍ତି ଏଭଳି ଭାବେ ଖୁମଲଖୋଲା ବୁଲି ସଂକ୍ରମଣ ବୃଦ୍ଧି କରୁଥିବା ଜଣାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!