ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ଜିଲ୍ଲାବ୍ୟାପି ସେବା ଉତ୍ସବ ତୃତୀୟ ଦିବସରେ ନୂଆଗାଁ ବ୍ଲକର ଦୁର୍ଗମ ଅଂଚଳ କରଚୁଲି ଗ୍ରାମରେ ବସ୍ତ୍ର ଓ ମାସ୍କ, ସାନିଟାଇଜର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶିବରାମ ମହାପାତ୍ର, ସୁନିଲ ପଟ୍ଟନାୟକ, ବିଭୂତି ଭୂଷଣ ସ୍ୱାଇଁ, ସମାଜସେବୀ ସଂଜୟ କୁମାର ସାହୁ ପ୍ରମୂଖ ସାମିଲ ହୋଇଥିଲେ ।





