ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ଖଟେଇ ଏବଂ ତାଙ୍କ ପôତୀ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କ ଆରୋଗ୍ୟ କାମନା କରି ଜିଲ୍ଲା ସାମ୍ବାଦିକମାନେ ଦକ୍ଷୀଣକାଳୀ ପୀଠରେ ଦୀପଦାନ କରିଥିବା ଜଣାଯାଇଛି । ସମାଜସେବୀ ଦାମୋଦର ସାହୁ, ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର, ରାମକୃଷ୍ଣ ରଥ, ରସାନନ୍ଦ ସ୍ୱାଇଁ, ବିଭୂତି ଭୂଷଣ ସାଇଁଙ୍କ ସମେତ ବହୁ ସାମ୍ବାଦିକ ଦକ୍ଷୀଣକାଳୀଙ୍କ ପ୍ରାଙ୍ଗଣରେ ଦୀପଦାନ ବେଦମନ୍ତ୍ରୀ ପାଠ କରାଯାଇଥିବା ଜଣାଯାଇଛି ।






