Tuesday, October 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାବଧାନ ! ସମାଜ ସେବକ ପାଲଟିଛନ୍ତି ଜମି ହଡ଼ପକାରୀ !

by ସଞ୍ଜୟ ସ୍ୱାଇଁ
February 7, 2020
in Feature News
ସାବଧାନ ! ସମାଜ ସେବକ ପାଲଟିଛନ୍ତି ଜମି ହଡ଼ପକାରୀ !
36
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରରେ ଅନେକ ବ୍ୟକ୍ତିତ୍ୱ ସ୍ୱଘୋଷିତ ସମାଜସେବକ ସାଜି ବ୍ୟବାସୟୀ ମନବୃତ୍ତି ରଖି ସରକାରୀ ଜମି ହଡ଼ପ କରୁଥିବା ଆଲୋଚନା ହେଉଛି । ଅନେକ ବ୍ୟକ୍ତି ଏଥିରେ ସଫଳ ହୋଇଥିବା ବେଳେ ଧିରେ ଧିରେ ସବୁ ଘଟଣା ଉପରୁ ପରଦା ହଟିବାକୁ ଯାଉଛି । ନୟାଗଡ଼ ସହରର ଉନ୍ନୟନ ତଥା ବିକାଶ ପାଇଁ ଅନେକ ବିଭାଗ କିଛି ଜମି ମିଳିଲେ ଉନ୍ନୟନ କାମ ଆଗେଇବା ପାଇଁ ଚିନ୍ତିତ ଥିବା ବେଳେ ଏହି ଜମି ହଡ଼ପକାରୀମାନେ କିନ୍ତୁ ସଂଘ, ଅନୁଷ୍ଠାନ ନାମରେ ଆଳ ଦେଖାଇ ଜମି ଜବରଦଖଲ କରୁଥିବା ନେ ସ୍ପଷ୍ଟ ହୋଇଛି । ଏପରିକି ବିଗତ ଦିନରେ ଏହି ସ୍ୱଘୋଷିତ ସମାଜସେବୀମାନେ ଏକର ଏଳର ମୁଲ୍ୟବାନ ଜମିକୁ ହାତେଇ ବ୍ୟବସାୟ ପ୍ରତିଷ୍ଠାନ ଠିଆ କରାଇବା ସହ କୋଟିପତି ହୋଇଥିବା ନଜିର ରହିଛି । ଅନେକାଂଶରେ ମଧ୍ୟ ଜମି ହଡ଼ପକାରୀମାନେ ଉକ୍ତ ଜମିରେ ଗୃହ ନିର୍ମାଣ କରି ବ୍ୟବସାୟ ପ୍ରତିଷ୍ଠାନକୁ ଭଡ଼ା ଲଗାଇଥିବା ବେଳେ ଏବେବି ନିର୍ମାଣ କାରୀ ଜାରି ରଖିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୂଚନା ଓ ଲୋକ ସଂମ୍ପର୍କ ବିଭାଗ କାର୍ଯ୍ୟାଳୟ ନିକଟରେ ଥିବା ସରକାରୀ ଜମିରେ । ଏହି ଜମିରେ ଭେଣ୍ଡି ଜୋନ ନିର୍ମାଣ ପାଇଁ ପ୍ରଶାସନ ପ୍ରସ୍ତୁତି ଚଳଇଥିବା ବେଳେ ଏଲଆଇସି ଏଜେଣ୍ଟ ଆସୋସିଏନ ନାମରେ ଏହି ଜମିକୁ ହଡ଼ପ କରାଯାଇ ଏଠାରେ ଗୃହ ନିର୍ମାଣ କାର୍ଯ୍ୟ ଜାରୀ ରହିଥିବା ଦେଖିବାକୁ ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!