Monday, October 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶୀତ କାକରରେ ଥରୁଛି ବୟସ୍କା ମହିଳା:ନୟାଗଡ଼ ସମାଜସେବୀଙ୍କୁ ଶକ୍ତ ଚାପୁଡ଼ା

by ସଞ୍ଜୟ ସ୍ୱାଇଁ
February 10, 2023
in Breaking, Nayagarh
ଶୀତ କାକରରେ ଥରୁଛି ବୟସ୍କା ମହିଳା:ନୟାଗଡ଼ ସମାଜସେବୀଙ୍କୁ ଶକ୍ତ ଚାପୁଡ଼ା
369
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଗଢି ଉଠିଛି ଶହ ଶହ ସମାଜସେବୀ ସଂଗଠନ l ବିଭିନ୍ନ ସମୟରେ ସମାଜସେବୀ ସଂସ୍ଥା ହେଉ ବା ସମାଜସେବୀ ସଂଗଠନ ନୟାଗଡ଼ ସହରର ବିଭିନ୍ନ ଅଞ୍ଚଳ ବୁଲି ସାମାଜିକ କାମରେ ସାମିଲ ହୋଇ ଫୋଟୋ ଉଠାଇ କାମସାରୀ ଦେଉଥିବା ବେଳେ ବାସ୍ତବ ଚିତ୍ର ଟିକେ ଅଲଗା l ଯାହାର କି ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପିଟିଏସ ରାସ୍ତା କଡ଼ରେ ଶୀତ କାକରରେ ରାତି ରାତି ବିତାଉଥିବା ବୟସ୍କା ମହିଳା  l ସୂଚନାନୁସାରେ,  ନୟାଗଡ଼ ପିଟିଏସ ରାସ୍ତା କଡରେ ଜଣେ ବୟସ୍କା ମହିଳା ଶୀତ କାକରରେ ଶୋଇଥିବା ଦେଖିବାକୁ ମିଳିଛି l ଛିଡ଼ିଯାଇଥିବା ଏକ ସାଲ ଘୋଡାଇ ହୋଇ ଶୀତରେ ଥୁର ଥୁର ହୋଇ ଶୋଇଥିବା ବେଳେ ସେଇ ରାସ୍ତା ଦେଇ କେତେକ ସମାଜସେବୀ, ସଂଗଠନ ଯାଉଥିଲେ ମଧ୍ୟ ଆହାଃ କରିବାକୁ କେହି ପାଖକୁ ଆସୁନଥିବା ଦେଖିବାକୁ ମିଳିଛି l ତେବେ ଏଭଳି ଘଟଣା ସମାଜ ସେବା କ୍ଷେତ୍ରରେ ସାମିଲ ହୋଇଥିବା ସଂଗଠନ ଓ ସମାଜସେବୀ ମାନଙ୍କୁ ଶକ୍ତ ଚାପୁଡା ମାରିବା ସଦୃଶ ହୋଇଛି  l ଏଥିପ୍ରତି ପୌର ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି  l

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!