Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ ପରିବହନ ଅଧିକାରୀ ହେଲେ ନିଷ୍ଠୁର

by ସଞ୍ଜୟ ସ୍ୱାଇଁ
January 27, 2020
in Nayagarh
ନୟାଗଡ ପରିବହନ ଅଧିକାରୀ ହେଲେ ନିଷ୍ଠୁର
24
VIEWS
Share on FacebookShare on Twitter

ନୟାଗଡ (ବାଘୁଆବାର୍ତା ବ୍ୟୁରୋ) ଆନ୍‌ଚଳିକ ପରିବହନ କାର୍ଯାଳୟ ପକ୍ଷରୁ ସଦର ଥାନା ନିକଟରେ ଗାଡି ଯାନ ଯାନ୍‌ଚ କରାଯାଇଥିଲା । ନାୟାଗଡ ଉପଜିଲ୍ଲାପାଳ ଲଗ୍ନହିତ ରାଉତ, କନିଷ୍ଠ ଏମ,. ଭି. ଆଇ. ଦୁର୍ଗାପ୍ରସାଦ ରାଓ ଓ ସ୍ୱୟଂପ୍ରଭା ରଥ ସଂନ୍ଧ୍ୟା ସମୟରେ ଗାଟି ଯାନ୍‌ଚ କରିଥିଲେ । ବିନା ହେଲମେଟରେ ୬୫ ଜଣ ବ୍ୟକ୍ତିଙ୍କୁ ଅଟକାଇ ଥିବାବେଳେ୮ ଜଣ ମଦ୍ୟପ ଗାଡି ଚାଳକଙ୍କୁ ଅଟକାଇଥିଲେ । ଚୋରା ଗାଡି ସନ୍ଦେହରେ ଗୋଟିଏ ଗାଡିକୁ ଅଟକାଇ ରଖାଯାଇଥିଲା । ଏଇ ରାସ୍ତାରେ ଯାତାୟତ କରୁଥିବା ଦୁଇ ଚକିଆ ଓ ଚାରି ଚକିଆ ଗାଡି ପରିବହନ ବିଭାଗରୁ ତଦାରଖ କରାଯାଉଥିବାରୁ ଜନସାଧାରଣ ଛାନିଆ ହୋଇଯାଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!