Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରଭୂଙ୍କ ପାଦ ସ୍ପର୍ଶରେ ପାଷାଣୀ ଅହଲ୍ୟା ଉଦ୍ଧାର

by ସଞ୍ଜୟ ସ୍ୱାଇଁ
April 4, 2020
in Lifestyle
ପ୍ରଭୂଙ୍କ ପାଦ ସ୍ପର୍ଶରେ ପାଷାଣୀ ଅହଲ୍ୟା ଉଦ୍ଧାର
103
VIEWS
Share on FacebookShare on Twitter

ଓଡଗାଁ,(ବାଘୁଆବାର୍ତ୍ତା): ଶନିବାର କାମଦା ଏକାଦଶୀ ତିଥିର ସ୍ୱତନ୍ତ୍ର ନୀତି ସହିତ ଓଡ଼ଗାଁର ଆରାଧ୍ୟ ଦେବତା ଶ୍ରୀରଘୁନାଥ ଅହଲ୍ୟା ଉଧାରଣ ବେଶରେ ସଜ୍ଜିତ ହୋଇଛନ୍ତି । ପ୍ରଶାସନ ତରଫରୁ ସର୍ବସାଧାରଣ ଦର୍ଶନ ବାରଣ କରାଯାଇଥିବା ବେଳେ ଠାକୁରଙ୍କ ରିତିନୀତି ସଂମ୍ପର୍ଣ୍ଣ ହେଉଛି । ପରମ୍ପରା ଅନୁଯାୟୀ, ଆଜି ଗୈାତମ ଋଷିଙ୍କ ଦ୍ୱାରା ଅଭିସାପ ପାଇ ଯୁଗଯୁଗରୁ ପଡ଼ିରହିଥିବା ପାଷାଣୀ ଅହଲ୍ୟାଙ୍କୁ ପ୍ରଭୁ ଶ୍ରୀରାମ ପାଦସ୍ପର୍ଶରେ ସାପମୁକ୍ତ କରିଥିଲେ । ରାବଣ, କୈବର୍ତ, ଶବରୀଙ୍କ ଭଳି ଅନେକଙ୍କୁ ଉଦ୍ଧାର କରିବା ପାଇଁ ତ୍ରେତୟା ଯୁଗରେ ସ୍ୱୟଂ ଭଗବାନ ଶ୍ରୀରାମଙ୍କ ଅବତାରରେ ମର୍ତରେ ଜନ୍ମ ନେଇଥିଲେ । ପ୍ରତିବର୍ଷ ଭଳି ଓଡ଼ଗାଁର ପବିତ୍ର ରଘୁନାଥଙ୍କ ପୀଠରେ ଏବର୍ଷ କରୋନା ପାଇଁ ଜନଗହଳୀ ସୃଷ୍ଟି ହୋଇନାହିଁ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!