Friday, July 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାତ ଦିନରେ ସାତଟି ନାଟକ ଦେଖିବେ ଦର୍ଶକ

by ସଞ୍ଜୟ ସ୍ୱାଇଁ
February 10, 2020
in Lifestyle, Literature
ସାତ ଦିନରେ ସାତଟି ନାଟକ ଦେଖିବେ ଦର୍ଶକ
48
VIEWS
Share on FacebookShare on Twitter

                 ନୟାଗଡ଼ ନାଟକ ମହୋତ୍ସବ

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ମାଟି କଳା, ସାହିତ୍ୟ ଓ ସଂସ୍କୃତିର ମାଟି । ଏମାଟିର ଲୋକମାନଙ୍କ ମଧ୍ୟରେ ନାଟକ ପ୍ରତି ରହିଛି ଅକୁଣ୍ଠ ଉତ୍କଣ୍ଠା ଓ ଆଗ୍ରହ । ଯେଉଁଥିପାଇଁ ବର୍ଷର ବିଭିନ୍ନ ସମୟରେ ନୟାଗଡ଼ରେ ମଂଚ ନାଟକ ଅନୁଷ୍ଠିତ ହେଉଛି । ଏହି ପ୍ରରିପେକ୍ଷିରେ ନୟାଗଡ଼ ନାଟ୍ୟଧାରା ଅନୁଷ୍ଠାନର ଆସନ୍ତା ମର୍ଚ୍ଚ ୧ରୁ ୭ ତାରିଖ ପର୍ଯ୍ୟନ୍ତ ନୟାଗଡ଼ ସହରରେ ନାଟକ ମହୋତ୍ସବ ଆୟୋଜନ କରିବା ପାଇଁ ସଭାପତି ପ୍ରମୋଦ ପଟ୍ଟନାୟକ ସୂଚନା ଦେଇଛନ୍ତି । ସାତଦିନ ବ୍ୟାପି ଅନୁଷ୍ଠିତ ହେବାକୁଥିବା ଏହି ମହୋତ୍ସବରେ ନୟାଗଡ଼ର ନାଟ୍ୟ ଅନୁଷ୍ଠାନ ଚତ୍ମକାର ଦ୍ୱାରା ଅପହଂଚ ସଂମ୍ପର୍କ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ୨ ତାରିଖରେ ଖୋର୍ଦ୍ଧାର ଆନ୍ଦୋଳନ ଦ୍ୱାରା ପରିବେଶିତ ହେବ ଏ ନୁହେଁ ଗପ । ସେହିଭଳି ୩ ତାରିଖରେ ତାଳଚେରର ନାଟକ ଏଠି ଗୋଟେ ଗାଁ ଥିଲା, ୪ ତାରିଖରେ ବେଲପାହାଡ଼ର ଲାଲ୍ ପାଏନ୍‌, ୫ ତାରିଖରେ ଭୂବନେଶ୍ୱର ବିଦ୍ୟା କନକ ସୃଜନାନୁଷ୍ଠାନ ଦ୍ୱାରା ଏଇ ବୋଧେ ପ୍ରେମ, ୬ ତାରିଖରେ ଭୂବନେଶ୍ୱରର ନବୀନ ବର୍ଣ୍ଣାଳୀ ଦ୍ୱାରା ବାଇ ଚଡ଼େଇର ଡେଣା, ୭ ତାରିଖରେ କଟକ ଶ୍ରଦ୍ଧାଞ୍ଜଳି ଦ୍ୱାରା ଅର୍ଜ୍ଜୁନ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ପଠାଣିସାମନ୍ତ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ନାଟକ ମହୋତ୍ସବରେ ପ୍ରତ୍ୟେକ ଦିନ ସଂଦ୍ଧ୍ୟା ୭ଟା ୩୦ରୁ ନାଟକ ମଂଚସ୍ଥ ହେବ ବୋଲି ସୂଚନା ମିଳିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!