Tuesday, July 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଞ୍ଚ ପରମ୍ପରାକୁ ସମୃଦ୍ଧ କରିଛି ମୁକ୍ତାକାଶ ରଙ୍ଗମଞ୍ଚ

by ସଞ୍ଜୟ ସ୍ୱାଇଁ
June 7, 2023
in Literature, Nayagarh
ମଞ୍ଚ ପରମ୍ପରାକୁ ସମୃଦ୍ଧ କରିଛି ମୁକ୍ତାକାଶ ରଙ୍ଗମଞ୍ଚ
183
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ମଞ୍ଚ ନାଟକ ପାଇଁ ନୟାଗଡ଼ର ସ୍ୱତନ୍ତ୍ର ଖ୍ୟାତି ରହିଥିବା ବେଳେ ବହୁ ବର୍ଷ ଧରି ଥିଏଟରରେ ନାଟକ ଅନୁଷ୍ଠିତ ହେଉଥିଲା । ପ୍ରଥମ ଥର ପାଇଁ ନୟାଗଡ଼ ବଲାଙ୍ଗୀ ପାର୍କ ପରିସରରେ ନିର୍ମାଣ ହୋଇଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଦୁଇ ଦିନ ଧରି ନାଟକ ପରିବେଷିତ ହୋଇଥିଲା । ହଜାର ହଜାର ଦର୍ଶକ ଏହି ନାଟକ ଦେଖିବାକୁ ଏକାଠି ହୋଇଥିବା ବେଳେ ଏହା ନୟାଗଡ଼ ପାଇଁ ଏକ ନୂଆ ପରମ୍ପରା ସୃଷ୍ଟି କରିଛି । ଏ ସମ୍ପର୍କରେ କବି ପ୍ରଭାତ କୁମାର ମିଶ୍ର, ନୟାଗଡ଼ର ମଞ୍ଚ ପରମ୍ପରାକୁ ସମୃଦ୍ଧ କରିଛି ମୁକ୍ତାକାଶ ରଙ୍ଗମଞ୍ଚର ପରିକଳ୍ପନା ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଖୋଲା ଆକାଶ ତଳେ ଏକ ପାର୍ବତ୍ୟ ଉପତ୍ୟକାରେ ନିର୍ମାଣାଧୀନ ବଲାଙ୍ଗି ପାର୍କ, ତା ଭିତରେ ମୁକ୍ତାକାଶ ରଙ୍ଗମଞ୍ଚ ନୟାଗଡ଼ ସହର ଓ ଜିଲ୍ଲାର ବିବିଧ ସାଂସ୍କୃତିକ କାର‌୍ୟ୍ୟକ୍ରମ ସହିତ ଯୋଗ-ବ୍ୟାୟାମ ପ୍ରଶିକ୍ଷଣ ତଥା ନାଟକ ପରିବେଷଣ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରୁଛି । ଆଗାମୀ ଦିନମାନଙ୍କ ପାଇଁ ବହୁ ସମ୍ଭାବନାର ସ୍ମାରକୀ ବହନ କରିବ ଏ ମଞ୍ଚ। ନିକଟରେ ଦୁଇଟି ନାଟକ ସଫଳତାର ସହ ମଞ୍ଚସ୍ଥ ହୋଇଛି । ଉନ୍ନତ ମାନର ସ୍ଥାୟୀ ଶବ୍ଦ ଓ ଆଲୋକ ବ୍ୟବସ୍ଥା ନିହାତି ଦରକାର ବୋଲି ଅନୁଭବ କରଥିବା କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!