Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାବଧାନ ! ମାତିଲେ ମୋବାଇଲ ଲୁଟେରା

by ସଞ୍ଜୟ ସ୍ୱାଇଁ
January 4, 2020
in Breaking
ସାବଧାନ ! ମାତିଲେ ମୋବାଇଲ ଲୁଟେରା
21
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଆପଣ ଚାଲିକରି ଗଲାବେଳେ ମୋବାଇଲ୍ରେ କଥା ହେଉଛନ୍ତି କି? ଗାଡ଼ି ଚଳାଇବା କିମ୍ବା ଗାଡ଼ିରେ ବସି ଯିବା ବେଳେ ମୋବାଇଲେ କଥା ହୋଇ ଯାଉଛନ୍ତି କି? ତେବେ ହୋଇଯାନ୍ତୁ ସାବଧାନ! ନଚେତ୍ କେଉଁ ସମୟରେ କିମ୍ବା କେଉଁ ମୂହୁର୍ତ୍ତରେ ମୋବାଇଲ ଲୁଟେରାଙ୍କ ଜାଲରେ ପଡ଼ିଯିବେ । ଆପଣଙ୍କ ମୋବାଇଲ ଯିବା ସହିତ ଜୀବନ ବି ଯାଇପାରେ । ଗତ ତିନିଦିନ ଧରି ନୟାଗଡ଼ ସହରରେ ଆତଙ୍କ ଖେଳାଇଛନ୍ତି ଏହି ଲୁଟେରା ଗୋଷ୍ଠୀ । ମୁଖ୍ୟତଃ କଲେଜ ରାସ୍ତା ଏବଂ ପିଟିଏସ୍ ରାସ୍ତାରେ ଏପରି ଅବସ୍ଥା ବିଶେଷତଃ ଦେଖିବାକୁ ମିଳିଛି । ଗତ କିଛି ଦିନ ମଧ୍ୟରେ ଦଶରୁ ଉର୍ଦ୍ଧ ଘଟଣା ଘଟିଲାଣି । ନୟାଗଡ଼ ଟାଉନଥାନାରେ ମଧ୍ୟ କିଛି ଲୋକ ଅଭିଯୋଗ କରିଛନ୍ତି । ନିଶାଖୋର ଯୁବକ, ବାଇକରେ ଆସି ମୋବଇଲ ଭିଢ଼ି ନେଉଛନ୍ତି । ଗାଡ଼ି ଚଳାଇବା ବେଳେ କିମ୍ବା ଚାଲିକରି କଥା ହୋଇ ଗଲା ବେଳେ ଏହି ଗୋଷ୍ଠୀ ପ୍ରଥମେ ନଜର କରିବା ସହ ଝାମ୍ପ ମାରୁଛନ୍ତି । ନୟାଗଡ଼ ସହରରେ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥା ଢିଲା ରହିଲେ ଆଗକୁ ଆହୁରି ଅନେକ ଘଟଣା ଘଟିବାର ସମ୍ଭାବନା ରହିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!